ଥାନା ବାବୁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧକରି ମୋହନାରେ ଆଦିବାସୀ ମେଳି: ପ୍ରତିଶୃତି ପରେ ଶାନ୍ତ ପଡିଲେ
ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନାରେ ଆଦିବାସୀଙ୍କ ବିରାଟ ପ୍ରତିବାଦ ଶୋଭାଯାତ୍ରା । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ମୋହନା ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ମୋହନା ଥାନା ଘେରାଉ କରାଯାଇଛି। ୨୦ ଦଫା ସମ୍ବଳିତ ଦାବି ପତ୍ର…