Browsing Tag

mohana

ଅପେରା ଦେଖିବା ହେଲା କାଳ, ପୁରୋହିତଙ୍କ ଘରେ କଳାକନା ବୁଲାଇଲା ଚୋର

ମୋହନା(କେନ୍ୟୁଜ) :  ଅପେରା ଦେଖିବା ପଡିଲା ମହଙ୍ଗା  । ରାତିରେ ପରିବାର ସହ ଅପେରା ଦେଖିବା ପାଇଁ ଯାଇଥିବା ବେଳେ ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ଗ୍ରାମ ଜଗନ୍ନାଥ ମନ୍ଦିର ପୂଜକଙ୍କ ଘରେ କଳାକନା ବୁଲାଇଛି ଚୋର l ପୁରୋହିତ ଧୋବା ପଣ୍ଡା ଗ୍ରାମରେ ମଞ୍ଚସ୍ଥ ହେଉଥିବା ଅପେରା ଦେଖିବା ପାଇଁ…

ଗଜପତି: ଫାଷ୍ଟଫୁଡ୍ ଦୋକାନରେ ଅଗ୍ନିକାଣ୍ଡ, ବ୍ୟାପକ ସାମଗ୍ରୀ ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଛକ ଠାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଛି l ସକାଳ ସମୟରେ ଦୋକାନୀ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତ ହେବାବେଳେ ହଠାତ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ…

 ୨୪ ଘଣ୍ଟାରେ ପ୍ରତିଶୃତି ପୂରଣ କଲେ ଜିଲ୍ଲାପାଳ,ସମାଧାନ ହେଲା ବିରିକୋଟ ପାନୀୟ ଜଳ ସମସ୍ୟା

ମୋହନା(କେନ୍ୟୁଜ୍): ପ୍ରତିଶୃତି ଦେବାର ୨୪ ଘଣ୍ଟା ମଧ୍ୟରେ ସମସ୍ୟା ର ସମାଧାନ କଲେ ଗଜପତି ଜ଼ିଲ୍ଲାପାଳ, ଲୋକେ ପାଇଲେ ପାନୀୟ ଜଳ ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ବିରିକୋଟ ଗ୍ରାମରେ। ଗତ ସୋମବାର ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମାଣ୍ଡିମେରା…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ ଜଣକ କନ୍ଧମାଳ ଜ଼ିଲ୍ଲା ବୁଡୁସୁଲା…

ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଅଳଙ୍କାର ଓ ଟଙ୍କା

ମୋହନା (କେନ୍ୟୁଜ): ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ବାସୁଦେବ ସାହୁଙ୍କ ଦୋକାନକୁ ୬ଜଣ ଦୁର୍ବୃତ୍ତ ଆସିଥିଲେ ।…

ଭାରସାମ୍ୟ ହରାଇ ଓଲଟିଲା କାର, ୫ ଆହତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଟି ରାସ୍ତାରୁ ୧୫ ଫୁଟ ତଳକୁ ଚାଲିଯାଇଛି। ପୁରୀରୁ ଏକ ପରିବାରର ସଦସ୍ୟ ମାନେ କୌଣସି କାମରେ ଜୟପୁର…

ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଫେରିଲେ ଗୋବର୍ଦ୍ଧନ, ଗାଁରେ ଖୁସିର ମାହୋଲ

ମୋହନା(କେନ୍ୟୁଜ୍):  ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ୭୨ ବର୍ଷୀୟ ବୃଦ୍ଧ ଗୋବର୍ଦ୍ଧନ ଲାହରା । ୧୨ ବର୍ଷ ବୟସରେ ଗାଁ ଛାଡ଼ି ଦାଦନ ଖଟିବାକୁ ଚାଲିଯାଇଥିଲେ । ଆଜି ଗାଁକୁ ଫେରିବା ପରେ ଗାଁ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି ହରିଜନ…

ମୋହନା: ଘାଟିରେ ଓଲଟିଲା ଅଟୋ,୧୫ ଜଣ ଯାତ୍ରୀ ଗୁରୁତର

ମୋହନା(କେନ୍ୟୁଜ୍): ବେପାରୁଆ ଗାଡି ଚାଳନା ପଡ଼ିଲା ମହଙ୍ଗା। ଘାଟିରେ ଓଲଟିଲା ଯାତ୍ରୀବାହି ଅଟୋ । ଦିନକୁ ଦିନ ମୋହନା ଅଞ୍ଚଳରେ ଅଟୋ ଦୁର୍ଘଟଣା ବଢିବାରେ ଲାଗିଛି। ବେପାରୁଆ ଗାଡି ଚାଳନା ସାଙ୍ଗକୁ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡ଼ି ଗୁଡିକ ଚ଼ଳପ୍ରଚଳ କରୁଛନ୍ତି। ଆଞ୍ଚଳିକ ପରିବହନ…

ଗଜପତି: ପିକ୍ ଅପ୍ ଭ୍ୟାନ୍ ସହ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ନଳାଘାଟ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ମହିନ୍ଦ୍ରା ପିକ୍ ଅପ୍ ନଂ OD 07 s 9311 କୁ ଯାଞ୍ଚ କରିଥିଲା। ଯାଞ୍ଚବେଳେ ସେଥିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା।  ଥାନାରେ ଜବତ ଗଞ୍ଜେଇକୁ ଓଜନ କଲାବେଳେ…

ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ମୋହନା(କେନ୍ୟୁଜ୍): ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି ତିନିଜଣ ବ୍ୟକ୍ତି ସେଥିମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଵାଘମାରି ପଞ୍ଚାୟତ ର ଅଣ୍ଡରାଗଡ ଗ୍ରାମରେ। ସୂଚନା ପ୍ରକାରେ ସୋମବାର ସକାଳ ସମୟରେ…

ଭାରତକୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ, ମୋହନାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ…

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଠାରେ ଉତ୍କଳ ଦିବସ ଏବଂ ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିରର ଗୁରୁଜୀ ଖେମ୍ପୋପେମା ଯୋଗ…

କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ମୋହନା (କେନ୍ୟୁଜ): କାର ବାଇକ ମୁହାଁମୁହିଁ ଧକ୍କାରେ ଜୀବନ ହାରିଲେ ବାଇକ ଚାଳକ । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟରେ । ସୂଚନା ମୁତାବକ ନିଜ ଗ୍ରାମ କାମପଦରରୁ ଚୁଡଙ୍ଗପୂର ଆଡକୁ ବାଇକ ଆରୋହୀ ବସନ୍ତ ବୀର ଯାଉଥିବା ବେଳେ ଅପର ପାର୍ଶ୍ଵରୁ…