Browsing Tag

mohit baghel died

ସଲମାନ୍‌ଙ୍କ ସହ ‘ରେଡି’ରେ କାମ କରିଥିବା ‘ଛୋଟେ ଅମର ଚୌଧୁରୀ’ଙ୍କ ବିୟୋଗ, ମାତ୍ର ୨୭ ବର୍ଷ ବୟସରେ ହେଲା ନିଧନ

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଫିଲ୍ମ ‘ରେଡି’ରେ ଛୋଟେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରିଥିବା ମଥୁରାର ମୋହିତ ବଘେଲ ଦୁନିଆକୁ ଅଲବିଦା କହିଛନ୍ତି। ମାତ୍ର ୨୭ ବର୍ଷ ବୟସରେ କ୍ୟାନ୍‌ସରରେ ପୀଡ଼ିତ ହୋଇ ଶନିବାର ଦିନ ୧୧ଟାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁଣି ସାରା…