Browsing Tag

moist

ବିଶ୍ବ ଆରୋଗ୍ୟ ଚେତନା ସମିତିର ନିଆରା ପଦକ୍ଷେପ, ମହାମାରୀ କରୋନାରୁ ବର୍ତ୍ତିବା ଓ ସରକାରଙ୍କୁ ସହଯୋଗ ପାଇଁ ପୋଷ୍ଟର…

କନ୍ଧମାଳ(କେନ୍ୟୁଜ୍):  ମାରତ୍ମକ କରୋନାରୁ ବର୍ତ୍ତିବା ପାଇଁ ନିଆରା ସଚେତନତା। ମାଓବାଦୀଙ୍କୁ ଏହି କରୋନାରୁ ରକ୍ଷା ପାଇଁ ଓ ସରକାରଙ୍କୁ ଏହି ଘଡି ସନ୍ଧି ମୁହୂର୍ତ୍ତରେ ସହଯୋଗ କରିବା ପାଇଁ ପୋଷ୍ଟର ମାଧ୍ୟମରେ ବର୍ତ୍ତା ଦେଇଛନ୍ତି ବିଶ୍ଵ ଆରୋଗ୍ୟ ଚେତନା ସମିତି ସଙ୍ଗଠନ। କନ୍ଧମାଳ ଜିଲ୍ଲା…

କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଯବାନ୍‌, ମାଲକାନଗିରି ଜିଲ୍ଲା ପ୍ରଶାସନର ପଦକ୍ଷେପ

ମାଲକାନଗିରି : କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଯବାନ୍‌। ଏମିତି ଏକ ଅଭିନବ ଚିନ୍ତା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ଅଭିନବ ପନ୍ଥା ଅବଲମ୍ବନ କରିଛି। ତା ସହ ସୁରକ୍ଷା ବାହିନୀରେ…

ଆତ୍ମସମର୍ପଣ କଲେ ମାଓବାଦୀ , ତାଙ୍କ ନାଁରେ ପୁରସ୍କାର ରହିଥିଲା ୮ଲକ୍ଷ ଟଙ୍କା

ମାଲକାନଗିରି (କେନ୍ଯୁଜ୍) :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଡ଼ିଆଇଜି ବିବେକାନନ୍ଦ ସିନହା ନିକଟରେ ହାର୍ଡ଼ କୋର ମାଓବାଦୀ ବେଟି ରାମା ନିଜର ଇନସାସ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଉପରେ ୮ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଚତିଶଗଡ଼ ସରକାର। ଓଡ଼ିଶା, ତେଲେଙ୍ଗାନା,…

ରଣନୀତି ବଦଳାଉଛି ଲାଲବାହିନୀ : ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବାକୁ ପ୍ରସ୍ତୁତ କରୁଛି ମୋଟର ସାଇକେଲ୍ ବୋମା

ଛତିଶଗଡ : ଷ୍ଟ୍ରାଟେଜି ବଦଳାଉଛନ୍ତି ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି ଲାଲ ବାହିନୀ । ସୁରକ୍ଷା ବାହାନୀକୁ ବଡ଼ ଧରଣର କ୍ଷତି ପହଞ୍ଚାଇବାକୁ ଲାଲଗଡରେ ତିଆରି ହେଉଛି ନୂଆ ନକ୍ସା । ଲାଲ ବାହିନୀ ଏବେ ମୋଟର ସାଇକେଲ ବୋମା ପ୍ରସ୍ତୁତ କରୁଛି ।…