ଏବେ କ୍ୟାସ୍ ଦରକାର ହେଲେ ବ୍ୟାଙ୍କ ଆପଣଙ୍କ ଘରେ ନେଇ ଦେବ ଟଙ୍କା, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛନ୍ତି କେତେ ଟଙ୍କା
କରୋନା ଭାଇରସ୍ ଯୋଗୁ ଏବେ ଦେଶରେ ସ୍ଥିତି ଗମ୍ଭୀର ରହିଛି। ଲକଡାଉନ୍ରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଜରୁରୀ ସେବା ସମେତ ବ୍ୟାଙ୍କ ଖୋଲାଯାଇଛି। ବାହାରକୁ ଯିବାରେ ପ୍ରତିବନ୍ଧକ ଥିବାରୁ…