Browsing Tag

money laundering case

୨୦୦ କୋଟି ମନି ଲଣ୍ଡ୍ରିଂ ମାମଲା, ନୋରାଙ୍କ ପରେ ଆଜି ଜ୍ଯାକଲିନଙ୍କୁ ପଚରାଉଚରା କରିବ ଇଡି

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପରେ ଏବେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ ଇଡି। ଏହି ଦୁଇ ଅଭିନେତ୍ରୀଙ୍କୁ ମନି ଲଣ୍ଡ୍ରିଂ କେସରେ ଇଡି ସମନ ଜାରି କରିଥିଲା। ପୂର୍ବରୁ ଦୁହିଁଙ୍କୁ ପଚରାଉଚରା କରିସାରିଛି ଇଡି। ଗତକାଲି ନୋରା ଇଡିର ସାମ୍ନା କରିଥିବା ବେଳେ ଆଜି…

ଟାଙ୍ଗୀ ଉଚ୍ଚପଦା ପଞ୍ଚାୟତ ଝାଡେଶ୍ୱର ସୋସାଇଟିରେ ସାଢେ ୪ କୋଟିରୁ ଅଧିକ ସୁନା ଓ ଟଙ୍କା ହଡପ୍‌ ଅଭିଯୋଗ

ଟାଙ୍ଗୀ : କଟକ ଟାଙ୍ଗୀ ଥାନା ଉଚ୍ଚପଦା ପଞ୍ଚାୟତ ଝାଡେଶ୍ୱର ସୋସାଇଟିରେ ଟଙ୍କା ହଡପ୍‌ ଅଭିଯୋଗ । ସାଢେ ୪ କୋଟିରୁ ଅଧିକ ସୁନା ଓ ଟଙ୍କା ହଡପ୍‌ ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ଝାଡେଶ୍ୱର ସୋସାଇଟିରେ ଗ୍ରାମାବସୀ ଟଙ୍କା ଓ ସୁନା ଜମା ରଖିଥିଲେ । ହେଲେ ୨…

ରାଉରକେଲା: ଜାଲ୍‌ ସଂସ୍ଥା ଖୋଲି ଗରିବଙ୍କ ନାଁରେ ଚାଲିଥିଲା ହରିଲୁଟ୍‌, ବେଆଇନ ଅର୍ଥ କାରବାର ଅଭିଯୋଗରେ ୧୭ ଗିରଫ

ରାଉରକେଲା(କେନ୍ୟୁଜ୍‌): ୧୭୦ କୋଟିର ଆୟକର ଠକେଇ। ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ୧୭ ଗିରଫ। ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ ୧୭ ଟି ଜାଲ୍ ସଂସ୍ଥା ଖୋଲି ବେଆଇନ କାରବାର ଚାଲିଥିବା ସୂଚନା ମିଳିଛି । ବିଜ୍ଞପ୍ତିରେ…