ଡ୍ରାଇଭରର କାରନାମା, ମାଙ୍କଡ଼କୁ ଧରାଇଦେଲା ଗାଡ଼ି ଷ୍ଟିୟରିଂ
ବସ୍ ଡ୍ରାଇଭରଙ୍କ ଖାମଖିଆଲ୍ ମନୋଭାବ ଅନେକ ସମୟରେ ଦେଖିଥିବେ ଆପଣ । ଡ୍ରାଇଭରଙ୍କ ଟିକେ ଅସାବଧାନତା ଏବଂ ଖାମଖିଆଲ୍ ଯୋଗୁଁ ଲିଭିଯାଏ ଅନେକ ଜୀବନ ଦୀପ । ଯେମିତି ଯାତ୍ରୀମାନଙ୍କ ଜୀବନର କୌଣସି ମୂଲ୍ୟ ନାହିଁ ତାଙ୍କ ପାଖରେ । ଏବେ ସେମିତି ଏକ ଘଟଣା ଆସିଛି ସାମ୍ନାକୁ । ଯାହା ପାର କରିଯାଇଛି…