ଟିଭିର ଛତାରେ ଚେୟାର ଭଳି ବସିଗଲା ମାଙ୍କଡ଼, ଦେଖିଲେ ହସି ହସି ହେବେ ବେଦମ୍
ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ଏକ ସାଧାରଣ କଥା। ପ୍ରତିଦିନ ଜୀବଜନ୍ତୁଙ୍କର କିଛି ନା କିଛି ମଜାଳିଆ ଭିଡିଓ ଫେସ୍ବୁକ୍ ଓ ଟ୍ଵିଟରରେ ଭାଇରାଲ ହୋଇଥାଏ, ଯାହାକୁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ…