Browsing Tag

monkey video

ଭିଡିଓ ଦେଖିଲେ କାନ୍ଦି ପକାଇବେ ଆପଣ! ପ୍ରତିଦିନ ଖାଦ୍ୟ ଦେଉଥିଲେ ବ୍ୟକ୍ତି; ଏବେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି…

ସୋସିଆଲ ମିଡିଆରେ ହୃଦୟକୁ ଛୁଇଁଗଲା ପରି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଏକ ମାଙ୍କଡ଼ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଜଣାପଡ଼ିଛି କି, ମୃତ ବ୍ୟକ୍ତି ଜଣକ ମାଙ୍କଡ଼ଟିକୁ ପ୍ରତିଦିନ ଖାଦ୍ୟ ଖାଇବାକୁ ଦେଉଥିଲେ ଏବଂ ତା’ର ଯତ୍ନ ନେଉଥିଲେ। ଭିଡିଓ…

ଥରେ ଦେଖନ୍ତୁ ମାଙ୍କଡର ଏହି ମଜାଦାର ଭିଡିଓ, ହସି ହସି ଗଡ଼ିଯିବେ

କିଛି ଦିନ ହେବ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ଅନେକ ଜୀବଜନ୍ତୁ ମାନଙ୍କର ମଜାଦାର ଭିଡିଓ ମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେୟାର ହେବାରେ ଲାଗିଛି । ଆଉ ଏବେ ଏକ ମାଙ୍କଡର ମଜାଦାର ଭିଡିଓ ଖୁବ ଭାଇରାଲ ହେଉଛି । କିଛି ସେକେଣ୍ଡର ଏହି କ୍ଲିପରେ ଆପଣ ଦେଖିପାରିବେ କେମିତି ଏକ…

ସ୍କୁଟିରେ ବସାଇଲେ ତ ଛୋଟ ଛୁଆ ଭଳି ବ୍ୟକ୍ତିଙ୍କୁ କଷି କରି ଧରିଲା ମାଙ୍କଡ଼ ଛୁଆ, ଖୁବ୍‌ ଭାଇରାଲ ହେଉଛି ଏହି ମଜାଦାର…

ମଣିଷ ଓ ମାଙ୍କଡ଼ ଭିତରେ ସ୍ନେହ, ପ୍ରେମଭରା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଏହାକୁ ଲାଇକ୍‌ କରିଛନ୍ତି। ମାତ୍ର ଅଳ୍ପ କିଛି ସେକେଣ୍ଡର ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ମାଙ୍କଡ଼ ଛୁଆର ଯେଭଳି…

କରୋନାରୁ ବଞ୍ଚିବା ପାଇଁ ମାଙ୍କଡ ପିନ୍ଧିଲା ମାସ୍କ, ଭିଡିଓ ଭାଇରଲ ପରେ ୟୁଜର୍ସ ଦେଲେ ଏମିତି କମେଣ୍ଟ

ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିତି ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ୨୫ ହଜାରରୁ ଉର୍ଦ୍ଧ୍ବ ନୂଆ ମାମଲା ଦେଖିବାକୁ ମିଳିଛି। ଏହା ମଧ୍ୟରେ କରୋନାର ୩ୟ ଲହର ଶିଶୁମାନଙ୍କ ପ୍ରତି ବିପଦ ବୋଲି ଖବର ମିଳୁଛି। ତେଣୁ ଗହଲି ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଆଉ ଯଦି କୌଣସି କାମରେ…

ମେଟ୍ରୋରେ ମାଙ୍କଡ଼! କେତେବେଳେ ଝୁଲୁଛି ତ ଆଉ କେତେବେଳେ ଝରକାପଟେ ଉପଭୋଗ କରୁଛି ବାହାର ଦୃଶ୍ୟ; ଦେଖନ୍ତୁ ଭିଡିଓ

ଟ୍ରେନ୍‌ରେ ଲୋକମାନେ ଯାତ୍ରା କରୁଥିବା ଭିଡିଓ ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ଟ୍ରେନ୍‌ରେ ମଣିଷ ନୁହେଁ, ବରଂ ମାଙ୍କଡ଼ ଯାତ୍ରା କରୁଥିବା ଦେଖାଯାଇଛି। ମାଙ୍କଡ଼ର ଏହି ଟ୍ରେନ୍‌ ଯାତ୍ରା ଭିଡିଓ ବେଶ୍‌…

ଫଳ ବିକୁଥିବା ମହିଳା ମାଙ୍କଡ଼କୁ ଖୁଆଇଦେଲେ ଅଙ୍ଗୁର, ଲୋକେ କହିଲେ-ବିଶାଳ ହୃଦୟ ଥିବା ଗରିବ ମହିଳା; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ କିଛି ନ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ମନ ଖୁସି କରିଦିଏ। ଏବେ ସେ ଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ ଯାହାକୁ ଦେଖିଲେ ଆପଣ ବି କହିବେ ଏବେ ବି କେଉଁଠି ନା କେଉଁଠି ମାନବିକତା ବଞ୍ଚିଛି। ଭାଇରାଲ ହେଉଥିବା ଭିଡିଓରେ ଜଣେ ଗରିବ ମହିଳା ଏକ ମାଙ୍କଡ଼କୁ…

ବାଃ କି ବୁଦ୍ଧି! ପାଣି ପିଇ ଶୋଷ ମେଣ୍ଟାଇଲା ଏହି ମାଙ୍କଡ଼, ପୁଣି ବନ୍ଦ କରିଦେଲା ନଳ, ଭାଇରଲ ହେଉଛି ଭିଡ଼ିଓ

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ଭିଡିଓ ଅନେକ ସମୟରେ ଭାଇରଲ ହେବାରେ ଲାଗିଥାଏ। ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିଥାନ୍ତି। ଏବେ ଏମିତି ହିଁ ଏକ ମାଙ୍କଡ଼ର ଭିଡ଼ିଓ ସୋସିଆଲ ମିଡ଼ିଆରେ ବୋବାଲ କରୁଛି। ଭିଡିଓଟି ବହୁତ ମଜାଦାର ରହିଛି ଏବଂ ଏଥିରୁ ଆପଣଙ୍କୁ ଏକ ବଡ଼ ଶିକ୍ଷା ବି ମିଳୁଛି।…

ଛୁଆକୁ ବଞ୍ଚାଇବା ପାଇଁ ନିଜକୁ ମୃତ୍ୟୁ ମୁଖରେ ପକାଇ ପାରେ ମା, ଦେଖନ୍ତୁ ଭାଇରଲ ଭିଡିଓ

ମା' ର ବର୍ଣ୍ଣନା କୌଣସି ଶବ୍ଦରେ କରିବା ସମ୍ଭବ ନୁହେଁ । ସାରା ଦୁନିଆରେ ସମସ୍ତେ ଜାଣନ୍ତି ମା 'ର ଅର୍ଥ କଣ । ସେଥିପାଇଁ ତ କଥାରେ ଅଛି "ମା ନାହିଁ ଯାହାର ସାହା ନାହିଁ ତାହାର" । ଆପଣ ବି କେବେ ନିଶ୍ଚୟ ଅନୁଭବ କରିଥିବେ ଯେ ଜୀବନରେ ଯେତେ ବଡ଼ ବିପଦ ଆସୁନା କାହିଁକି ଯଦି ସେହି ସମୟରେ ଆମ ମା…

କରୋନାରୁ ରକ୍ଷା ପାଇଁ ଗାମୁଛାରେ ମାସ୍କ ବନାଇ ପିନ୍ଧିଲା ମାଙ୍କଡ଼, ଦେଖନ୍ତୁ ଭିଡିଓ

କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବାକୁ ଡାକ୍ତର ଓ ସରକାର ପରାମର୍ଶ ଦେଉଛନ୍ତି। ମାତ୍ର ଏବେ ବି କିଛି ଲୋକ ମାସ୍କର ମହତ୍ତ୍ୱକୁ ବୁଝିପାରୁନାହାନ୍ତି। କିନ୍ତୁ ଏବେ ଜୀବଜନ୍ତୁମାନେ ମଧ୍ୟ ମାସ୍କର ଆବଶ୍ୟକତା ବୁଝିସାରିଲେଣି। ଏ କଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ…

ଝରକା ବନ୍ଦ କରି ମାଙ୍କଡ଼କୁ ଚିଡ଼ାଉଥିଲେ ଯୁବକ, ଏମିତି ପ୍ରତିଶୋଧ ନେଲା ସେ; କୋଟିଏରୁ ଊର୍ଦ୍ଧ୍ୱ ଥର ଦେଖାଯାଇଛି ଏହି…

ଟିକ୍‌ଟକ୍‌ରେ ପ୍ରାୟତଃ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଏବେ ମଧ୍ୟ ସେହିଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଅନେକ ଥର ମାଙ୍କଡ଼ ଲୋକଙ୍କୁ ହଇରାଣ କରୁଥିବା ଦେଖିଥିବେ। କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଏକ ମାଙ୍କଡ଼କୁ ବିରକ୍ତ କରିଦେଇଥିବା…