Browsing Tag

monkey viral video

ମାଙ୍କଡ ହାତରେ ମୋବାଇଲ୍: ଶୁଣୁଛି ରାମାୟଣ, ଦେଖୁଛି ରିଲ୍ସ

ହରଭଙ୍ଗା: ଟିକଟକ ଭିଡିଓ ତାପରେ ପରେ ରିଲ୍ସରେ ଭିଡିଓ । ଆଜିକାଲି ସବୁଠି ଲୋକପ୍ରିୟ । ତେବେ ଅଧିକାଂଶ ସମୟରେ ରିଲ୍ସରେ ଅନେକ ମଜାଳିଆ ଏବଂ ଅଜବଗଜବ ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି  ଭିଡିଓ ଭାଇରାଲ ହେଉଛି ଯାହା ଆମକୁ ଖୁସି ଦେବାସହିତ ଶିକ୍ଷଣୀୟ…

ମାଙ୍କଡ଼ ଓ କୁକୁର ଭିତରେ କି ଭଲପାଇବା, ଭାଇରାଲ୍ ହେଉଛି ଭିଡିଓ

ସୋର: ସମୟ ଥିଲା ମାଙ୍କଡ଼ ଓ କୁକୁର ପରସ୍ପରକୁ ଦେଖିଲା ମାତ୍ରକେ ଆରମ୍ଭ ହୋଇଯାଉଥିଲା ଲଢେ଼ଇ । ପରସ୍ପର ମଧ୍ୟରେ ହେଉଥିଲା ଆକ୍ରମଣ ଓ ପ୍ରତି ଆକ୍ରମଣ । ହେଲେ ସେ ସମୟ ଆଉ ନାହିଁ । ଏବେ ଆରମ୍ଭ ହୋଇଛି ଭଲ ପାଇବାର ସମୟ । ଦୁଇ ଶତ୍ରୁ ଏବେ ହୋଇଯାଆନ୍ତି ମିତ୍ର । ଯାହାକୁ ନେଇ ଚର୍ଚ୍ଚା ହେବାଟା…

ଗର୍ଭରେ ମୃତ ଛୁଆ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ମାଙ୍କଡ଼, ହାତରେ ବାହାର କରି ଜୀବନ ବଞ୍ଚାଇଲେ ପୋଲିସ କର୍ମୀ;…

ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏହି ଭିଡିଓ ବେଳେବେଳେ ମଜା ଲାଗେ ତ ଆଉ କେବେ ଇମୋସନାଲ ହୋଇଥାଏ। ଏସବୁ ଇମୋସନାଲ ଭିଡିଓ ଦେଖିବା ପରେ ଆମେ ବେଶ୍‌ ଭାବୁକ ହୋଇଯାଇଥାଉ। ନିକଟରେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଯେଉଁ ଦୃଶ୍ୟ…

ସାଥି ମାଙ୍କଡର ଜୀବନ ବଞ୍ଚାଇବାକୁ ଅପ୍ରାଣେ ଚେଷ୍ଟା କଲା ମାଙ୍କଡ, ଶେଷରେ ରକ୍ଷା କରିଦେଲା ପ୍ରାଣ

ଅନ୍ୟର ଜୀବନ ବଞ୍ଚାଇବା ହେଉଛି ମଣିଷର ପ୍ରଥମ କର୍ତ୍ତବ୍ୟ। ଯଦି କେବେ କିଏ ଅସୁବିଧାରେ ପଡିଛନ୍ତି ତାହେଲେ ମାନବିକତା ଦୃଷ୍ଟିରୁ ମଣିଷକୁ ତାକୁ ସାହାଯ୍ୟ କରିବାକୁ ଆଗକୁ ଆସିବା ଉଚିତ। କିନ୍ତୁ ଆଜି କେଉଁଠି ନା କେଉଁଠି ଏହା ଶୁଣିବାକୁ ମିଳୁଛି ଯେ ଦୁନିଆରେ ମାନବିକତା ଶବ୍ଦ ହିଁ ଉଠିଗଲାଣି।…

ମୋବାଇଲ ପାଇଁ ଛୋଟ ଝିଅ ସହିତ ଝଗଡା କଲା ମାଙ୍କଡ, ଭାଇରଲ ହେଉଛି ଭିଡିଓ

ଜୀବଜନ୍ତୁ ହୁଅନ୍ତୁ ଅବା ପକ୍ଷୀ, ଏମାନଙ୍କ ସହିତ ମଣିଷର ପ୍ରେମ ଓ ବନ୍ଧୁତ୍ୱ ସଂପର୍କ କିଛି ନୂଆ ନୁହେଁ। ଦୁନିଆରେ ଏମିତି କିଛି ଲୋକ ମଧ୍ୟ ରହିଥାନ୍ତି, ଯେଉଁମାନେ ଜୀବଜନ୍ତୁକୁ ମଧ୍ୟ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି। ଆଉ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଜୀବଜନ୍ତୁଙ୍କ ଭିଡ଼ିଓ ଭାଇରଲ…

ପ୍ରଥମେ କାମ ସାରିବି, ତା’ ପରେ ଖାଇବି: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରଲ ହୋଇଯାଏ, ତା’ ବିଷୟରେ କାହାକୁ ବା ଜଣା। ଅନେକ ଥର ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରଲ ହୁଏ, ଯାହା ଦେଖି ଆମେ ଭାବବିହ୍ଵଳ ହୋଇଯାଆନ୍ତି। ଆଉ କେତେ ଏମିତି ଭିଡିଓ ରହିଛି ଯାହାକୁ ଦେଖି ଆମେ ହସକୁ ବି ରୋକିବା ଅସମ୍ଭବ ହୋଇପଡେ। ଏମିତି ଏକ…

ମାଙ୍କଡର ମଦ ନିଶା, ଓ୍ଵାଇନ୍‌ ସପରେ ପଶି ଢ଼କ ଢ଼କ ପିଇଲା ମଦ

ମାଙ୍କଡକୁ ହେଲା ମଦ ନିଶା। ହଁ ଆଜ୍ଞା ମଦ ପିଇବା ପାଇଁ ପାଗଳ ହେଲା ମାଙ୍କଡ। ଆଉ ସିଧା ଯାଇ ପହଁଚିଗଲା ଓ୍ଵାଇନ୍‌ ସପରେ। କଣ ଆପଣ ଏକଥାକୁ ବିଶ୍ୱାସ କରିପାରୁନାହାଁନ୍ତି? କିନ୍ତୁ ଏମିତି ହିଁ ହୋଇଛି। ମାଙ୍କଡର ମଦ ପିଇବା ଷ୍ଟାଇଲ ଦେଖିଲେ ଆପଣ ବି ଆଁ କରି ଚାହିଁରହିବେ। ମଧ୍ୟପ୍ରଦେଶ ମଣ୍ଡଲାର…

ନିଜ ଛୁଆକୁ ବଞ୍ଚାଇବା ପାଇଁ ବିଦ୍ୟୁତ ତାରକୁ ଡେଇଁଲା ମାଆ

ଦୁନିଆରେ ସବୁ କିଛି ମିଳେ କିନ୍ତୁ ମାଆର ସ୍ନେହ ଆଉ ସ୍ଥାନ ଦ୍ୱିତୀୟ ଥର କେବେବି ମିଳେନାହିଁ। ଯିଏ ନିଜ ପିଲାର ମନ କଥାକୁ ବିନା କିଛି କହି ବି ବୁଝିପାରେ। ପିଲାଙ୍କ ସବୁ ଅଳି ଅର୍ଦ୍ଦଳୀକୁ ସହଜରେ ବୁଝିପାରି ସ୍ନେହ ଶ୍ରଦ୍ଧା ଅଜାଡି ଦିଏ ସେ ହେଉଛି ମାଆ। ତେଣିକି ସେ ମଣିଷ ହୁଅନ୍ତୁ ଅବା ପଶୁ।…

‘ପ୍ରକୃତି ନୈବ ମୁଚ୍ଯତେ’: ଏତେ ସାରା ଖାଦ୍ଯ ଖାଇବା ପରେ ମଧ୍ୟ ମାଙ୍କଡ ଶେଷରେ ନେଇଗଲା କଦଳୀ, ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। ନିକଟରେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯାହା ୨୦୧୮ ମସିହାର। ଯେଉଁଥିରେ ଦିଲ୍ଲୀ ଏୟାରପୋର୍ଟରେ ଏକ ମାଙ୍କଡ ବୁଫେ ପାର୍ଟିର ମଜା ନେଉଥିବା ନଜର ଆସିଛି। ଏହି ଭିଡିଓକୁ ଦେଖି ଆପଣ ହୁଏତ ନିଜ ହସକୁ…

ଜଙ୍ଗଲରେ ବିବାହ ବାର୍ଷିକୀ ପାଳନ କରୁଥିଲେ ବ୍ୟକ୍ତି, କେକ୍‌ କାଟୁଥିବା ସମୟରେ ଘଟିଲା ଏମିତି କିଛି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରଲ ହୋଇଥାଏ। ଆପଣ ମଧ୍ୟ ମାଙ୍କଡ ଏବଂ ବାଘକୁ ନେଇ ମଜାଦାର ଭିଡିଓ ନିଶ୍ଚିତ ଦେଖିଥିବେ। କିନ୍ତୁ ଏମିତି ଏକ ଭିଡିଓ ଏବେ ଭାଇରଲ ହୋଇଛି, ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ। ଭିଡିଓରେ ଜଣେ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଜଙ୍ଗଲରେ ପାଳନ…