Browsing Tag

Monkeypox

ଭାରତରେ ମଙ୍କିପକ୍ସ ! ଚିହ୍ନଟ ହେଲ ପ୍ରଥମ ସନ୍ଦିଗ୍ଧ, ସଙ୍ଗରୋଧରେ ଚିକିତ୍ସା ଜାରି

ନୂଆଦିଲ୍ଲୀ : ଭାରତରେ ମଙ୍କିପକ୍ସ । ଚିହ୍ନଟ ହେଲ ପ୍ରଥମ ସନ୍ଦିଗ୍ଧ ।  ନିକଟରେ ଭାରତ ଆସିଥିବା ଜଣେ ପୁରୁଷ ରୋଗୀଙ୍କ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ଅବଗତ କରାଯାଇଛି । ସଂକ୍ରମିତ ଜଣକ ନିକଟରେ ଏମପକ୍ସ ସଂକ୍ରମିତ ଦେଶରୁ ଫେରିଛନ୍ତି…

ମଙ୍କିପକ୍ସକୁ ନେଇ ବିହାରରେ ଆଲର୍ଟ, ୨୧ ଦିନ ମଧ୍ୟରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ

ବିହାରରେ 'ମଙ୍କିପକ୍ସ'କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ଡାକ୍ତରଖାନାକୁ ପରାମର୍ଶ ଜାରି କରାଯାଇଛି । ଏହି ଭାଇରାଲ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ସତର୍କତା ଜାରି…

ବିଶ୍ୱରେ ମାଡ଼ିଲାଣି Mpox, ଭ୍ୟାକ୍ସିନ୍‌ ବିକଶିତ କରୁଛି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ

ବିଶ୍ୱର ଅନେକ ଦେଶରେ ଏମ୍‌ପକ୍ସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପଡ଼ୋଶୀ ଦେଶ ପାକିସ୍ତାନରେ ଏ ପର୍ଯ୍ୟନ୍ତ ୪ ଜଣଙ୍କଠାରେ ଭାଇରସ୍‌ ଚିହ୍ନଟ କରାଯାଇଛି । ଏହାରି ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏମ୍‌ପକ୍ସ ଭ୍ୟାକ୍ସିନ୍‌ ଉପରେ କାମ କରିବା ଆରମ୍ଭ କରିଛି । ସେରମ୍…

ଡରାଇଲାଣି ମଙ୍କିପକ୍ସ: ଭାରତ ସରକାର ସତର୍କ, ବଢିଲା ସୀମା ଏବଂ ଏୟାରପୋର୍ଟର ସୁରକ୍ଷା

ଆଫ୍ରିକୀୟ ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି ମଙ୍କିପକ୍ସ । ଚଳିତବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ମଧ୍ୟ ମଙ୍କିପକ୍ସ ଯୋଗୁଁ ୫୪୮ ଲୋକଙ୍କର ମୃତ୍ୟୁ ହୋଇଛି । ହଜାରେ ସଂଖ୍ୟାରେ ଲୋକ ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି । ଆଫ୍ରିକୀୟ ଦେଶ ଛଡା ଅନ୍ୟ…

ମସ୍ତିଷ୍କକୁ ଦୁର୍ବଳ କରୁଛି ମଙ୍କିପକ୍ସ ଭାଇରସ, ସାମ୍ନାକୁ ଆସିଲା ନୂଆ ଲକ୍ଷଣ

ମଙ୍କିପକ୍ସ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି। ପୂର୍ବରୁ ମଙ୍କିପକ୍ସ ସଂକ୍ରମିତଙ୍କ ଶରୀରର ବିଭିନ୍ନ ଅଙ୍ଗ ଫୁଲିଯିବା…

ଦୁଇ ସମଲିଙ୍ଗୀ ପୁରୁଷଙ୍କ ପୋଷା କୁକୁରକୁ ହେଲା ମଙ୍କିପକ୍ସ! ପ୍ରଥମ ଥର ମଣିଷଠାରୁ ପଶୁକୁ ବ୍ୟାପିଲା ଭାଇରସ୍‌…

ମଙ୍କିପକ୍ସ ଭାଇରସ୍‌କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରଥମ ଥର କୌଣସି ପଶୁ ଶରୀରରେ ଚିହ୍ନଟ ହୋଇଛି ମଙ୍କିପକ୍ସ ଭୂତାଣୁ। ଫାନ୍ସର ଜଣେ ଗବେଷକ ନିଜ ରିସର୍ଚ୍ଚରେ ଏକ ପୋଷା କୁକୁରଠାରେ ମଙ୍କିପକ୍ସ ଭାଇରସ୍‌ ଚିହ୍ନଟ କରିଛନ୍ତି। ଗବେଷକ ଦାବି କରିଛନ୍ତି ଯେ ଏହା…

ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା! ହେଲ୍‌ଥ ଏମରଜେନ୍ସି ଘୋଷଣା କଲେ ସରକାର

ଦିନକୁ ଦିନ ବଢ଼ି ଚାଲିଥିବା ମଙ୍କିପକ୍ସ ମାମଲା ଏବଂ ବିପଦକୁ ନଜରରେ ରଖି ଆମେରିକା ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛି। ରିପୋର୍ଟ ମୁତାବକ, ଜୋ ବାଇଡେନଙ୍କ ପ୍ରଶାସନ ଭାଇରସ୍‌ର ଗମ୍ଭୀରତାକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛି। ୨ ଅଗଷ୍ଟରେ ରାଷ୍ଟ୍ରପତି ବାଇଡେନ ଦୁଇଜଣ ଉଚ୍ଚ ଅଧିକାରୀଙ୍କୁ…

କେରଳ ପରେ ପୁଣି ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। ପୁଣି ଜଣେ ନାଇଜେରିଆ ନାଗରିକ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏହା ୩ୟ ମଙ୍କିପକ୍ସ ମାମଲା। ସେପଟେ ଆଜି କେରଳରେ ମଧ୍ୟ ଆଉ ଜଣେ ମଙ୍କିପକ୍ସ…

କେରଳରେ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

କେରଳ : କେରଳରେ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏହା…

ଭାରତରେ ମଙ୍କିପକ୍ସରେ ପ୍ରଥମ ମୃତ୍ୟୁ! ନିକଟରେ ୟୁଏଇରୁ କେରଳ ଫେରିଥିଲେ ଯୁବକ

କେରଳ: ଭାରତରେ ମଙ୍କିପକ୍ସରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେରଳର ତ୍ରିଶୁର ଜିଲ୍ଲାରେ ମଙ୍କିପକ୍ସର ଲକ୍ଷଣ ଥିବା ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜୁଲାଇ ୨୧ରେ ୟୁଏଇରୁ ଫେରିଥିଲେ। ଏହି ଯୁବକଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ…

ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ୩୦ରେ ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍): ମଙ୍କିପକ୍ସ ସ୍ଥିତି ନେଇ ଅପରାହ୍ନ ୪ଟା ୩୦ରେ ବସିବ ଉଚ୍ଚସ୍ତରୀୟ ବୈଠକ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ…

ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: SCB ମେଡିକାଲକୁ କରାଗଲା ନୋଡାଲ ସେଣ୍ଟର

କଟକ(କେନ୍ୟୁଜ୍): ମଙ୍କିପକ୍ସ ମୁକାବିଲା ପାଇଁ SCB ପ୍ରସ୍ତୁତ। ବିଶ୍ୱର ୭୮ ଦେଶରେ ୧୮ ହଜାର ମଙ୍କିପକ୍‌ସରେ ସଂକ୍ରମିତ ହୋଇ ସାରିଲେଣି। ଦେଶରେ ଏପର୍ଯ୍ୟନ୍ତ ୪ଟି ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍‌ ଜାରି କରିଥିବାବେଳେ ରାଜ୍ୟ ସରକାର ବି…