Browsing Tag

monkeypox rumors

ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: SCB ମେଡିକାଲକୁ କରାଗଲା ନୋଡାଲ ସେଣ୍ଟର

କଟକ(କେନ୍ୟୁଜ୍): ମଙ୍କିପକ୍ସ ମୁକାବିଲା ପାଇଁ SCB ପ୍ରସ୍ତୁତ। ବିଶ୍ୱର ୭୮ ଦେଶରେ ୧୮ ହଜାର ମଙ୍କିପକ୍‌ସରେ ସଂକ୍ରମିତ ହୋଇ ସାରିଲେଣି। ଦେଶରେ ଏପର୍ଯ୍ୟନ୍ତ ୪ଟି ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍‌ ଜାରି କରିଥିବାବେଳେ ରାଜ୍ୟ ସରକାର ବି…

ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ କେସ୍, ରୋଗୀଙ୍କର ନାହିଁ ଫରେନ୍ ହିଷ୍ଟ୍ରି ରେକର୍ଡ଼

ବର୍ତ୍ତମାନ କରୋନା ପରେ ମଙ୍କିପକ୍ସକୁ ନେଇ ସାରା ବିଶ୍ଵ ଚିନ୍ତାରେ। କେରଳ ପରେ ପୁଣି ଦିଲ୍ଲୀରେ ଆଜି ଦେଖିବାକୁ ମିଳିଛି ପ୍ରଥମ ମଙ୍କିପକ୍ସ କେସ୍। PTI ରିପୋର୍ଟ ଅନୁଯାୟୀ ମଙ୍କିପକ୍ସ ହୋଇଥିବା ରୋଗୀଙ୍କର କୌଣସି ଫରେନ୍ ହିଷ୍ଟ୍ରି ନାହିଁ। ଉକ୍ତ ବ୍ୟକ୍ତିଙ୍କ ବୟସ ହେଉଛି ୩୧ ବର୍ଷ କିନ୍ତୁ…

କେନ୍ଦ୍ରାପଡାରେ ମଙ୍କିପକ୍ସ ଗୁଜବ: ଅଜଣା ରୋଗରେ ଜଣଙ୍କ ମୃତ୍ୟୁ ପରେ, ଗାଁରେ ଭୟ

କେନ୍ଦ୍ରାପଡା (କେନ୍ୟୁଜ): ମଙ୍କିପକ୍ସ ଗୁଜବକୁ ନେଇ ବସ୍ତି ବାସିନ୍ଦାଙ୍କୁ ବାସନ୍ଦ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣା ମୁଣ୍ଡା ସାହି ଗାଁରେ । ସେହି ଗାଁର ଲାଲୁ ସିଦ୍ଧୁ ନାମକ ଜଣେ ଯୁବକଙ୍କ ବାଙ୍ଗାଲୋରରେ କାମ କରୁଥିବା ବେଳେ ଗତ ମାସ ୨୦ ତାରିଖରେ…