ଉଦ୍ଧାର ହେଲା ବିରାଟ ତମ୍ପ ସାପ, ଧରା ପଡିବା ପରେ କେମିତି ଓଗାଳିଲା ଗିଳିଥିବା ଚିଆଁ କୁକୁଡା ଦେଖନ୍ତୁ ଭିଡିଓ
ମୟୂରଭଞ୍ଜ(କେନ୍ୟୁଜ୍): ଉଦ୍ଧାର ହେଲା କୁକୁଡା ଖିଆ ତମ୍ପସାପ। ଧରାପଡିବା ପରେ ଓଗାଳିଲା ଗିଳିଥିବା କୁକୁଡା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବଡ଼ଖୁଣ୍ଟା ଅଂଚଳରେ। ସୂଚନା ଅନୁସାରେ ଗତ ପ୍ରାୟ ଦୁଇମାସ ହେବ ସ୍ଥାନୀୟ ଅଂଚଳରେ ବହୁ କୁକୁଡ଼ା ମରି…