Browsing Tag

monsoon

ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଓଡ଼ିଶାରୁ ଦିନକ ପୂର୍ବରୁ ଅର୍ଥାତ ୧୩ ତାରିଖରୁ ଆରମ୍ଭ ହୋଇଥିଲା ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଆଜି ଏହା ସଂପୂର୍ଣ୍ଣ ହୋଇଛି । ଚଳିତ…

ଲେଉଟାଣି ନେବ ମୌସୁମୀ, ବିଦାୟ ନେବା ପୂର୍ବରୁ ପାଗ ରହିଛି ଅନୁକୂଳ

ଭୁବନେଶ୍ୱର : ଲେଉଟାଣି ନେବ ମୌସୁମୀ । ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ସାଧାରଣ ସେପ୍ଟେମ୍ବର ମାସରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମୌସୁମୀ ବିଦାୟ ନେବାର ପାଗ ଅନୁକୂଳ ରହିଛି । ରାଜ୍ୟ ରୁ ଖୁବ୍ ଶୀଘ୍ର ବିଦାୟ…

ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥିପାଇଁ ଅନୁକୂଳ ରହିଛି ପାଗ

ଭୁବନେଶ୍ୱର : ଫେରିଯିବ ମୌସୁମୀ । ଓଡ଼ିଶାରୁ କିଛି ଭାଗରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇ ଦିନ ମଧ୍ୟରେ ମୌସୁମୀ ଫେରିବା ନେଇ ପାଗ ଅନୁକୂଳ ରହିଛି । ସେହିପରି ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ବିହାରରୁ ସଂପୂର୍ଣ୍ଣ ଫେରିଯିବ ମୌସୁମୀ । ଓଡିଶା, ପଶ୍ଚିମବଙ୍ଗ ଓ ସିକିମର…

ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ, ରାଜ୍ୟରେ ଆଉ ୨ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଫେରିବା ପ୍ରକ୍ରିୟା ଜାରି । ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ବର୍ଷା ସମ୍ଭାବନା । ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର,…

ସକ୍ରିୟ ରହିଛି ମୌସୁମୀ, ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆହୁରି ୩ ଦିନ ପ୍ରବଳ ବର୍ଷିବ । ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୩ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳରୁ…

ମୈସୁମୀ ସମୟରେ ପ୍ରତିଦିନ ସେବନ କରନ୍ତୁ ତୁଳସୀ ପତ୍ର, ଥଣ୍ଡା ଓ କାଶ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି

ମୈସୁମୀ ଆସିବା ମାତ୍ରେ ବର୍ଷାଋତୁ ଆରମ୍ଭ ହୋଇଯାଏ । ଏହି ସମୟରେ ସମସ୍ତ ଲୋକ ଥଣ୍ଡା, କାଶ ଏବଂ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ ବଢିଯାଏ । ଏହି ସମୟରେ ଔଷଧ ଖାଇବା ପରେ ମଧ୍ୟ ରୋଗ ଭଲ ହୋଇନଥାଏ । ତେଣୁ ପ୍ରାକୃତିକ ଉପାୟରେ ଥଣ୍ଡା, କାଶ ରୋକିବା ପାଇଁ ମୁଖ୍ୟ ଉପାଦନ…

ବର୍ଷା ଋତୁରେ ବଢିପାରେ ବ୍ଲଡ ପ୍ରେସର, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ବର୍ଷା ହେବା ମାତ୍ରେ ଅସୁସ୍ଥ ହେବାର ଆଶଙ୍କା ବଢିଯାଏ । ଏହି ଋତୁରେ, ବାୟୁମଣ୍ଡଳ ଆର୍ଦ୍ରତା ରହିବା ଯୋଗୁ ବ୍ଲଡ ପ୍ରେସର ମଧ୍ୟ ପରିବର୍ତ୍ତନ ହୋଇଥାଏ । ପୂର୍ବରୁ ମଧ୍ୟ ଏପରି ଅନେକ ସୂଚନା ରହିଛି ଯେ, ପାଣିପାଗର…

ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା, ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଜୁଲାଇ ମାସରେ ସକ୍ରିୟ ରହିବ ମୌସୁମୀ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । IMD ଆକଳନ ଅନୁସାରେ ଦେଶରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ…

ମୁହଁରେ ମୁଲତାନି ମାଟି ସହିତ ଏହି ୩ଟି ଜିନିଷ ମିଶାଇ ଲଗାନ୍ତୁ, ପିମ୍ପଲ ଏବଂ କଳା ଦାଗ ସମସ୍ୟା ହେବ ଦୂର

ବର୍ଷା ଆସିବା ମାତ୍ରେ ଲୋକମାନେ ଚିପ୍‌ଚିପା କେଶ ଏବଂ ଚିପ୍‌ଚିପା ସ୍କିନ୍‌ ପାଇଁ ଅସୁବିଧାରେ ପଡନ୍ତି । ଅତ୍ୟଧିକ ଅଏଲି ସ୍କିନ୍‌ରେ ପିମ୍ପଲ୍ ସମସ୍ୟା ବଢିଯାଏ । ବିଶେଷକରି ଟିନ୍‌ଏଜ୍‌ରେ ଦେଖାଯାଉଥିବା ପିମ୍ପଲ୍ ଗୁଡିକ ଅଧିକ ଇରିଟେଟ୍‌ କରେ । କେବଳ ମୁହଁରେ ପିମ୍ପଲ୍ ଦେଖାଯାଏ ନାହିଁ, କଳା…

ଚିନ୍ତା ବଢାଇଲା ନିଅଣ୍ଟିଆ ବର୍ଷା, ୪ ଜିଲ୍ଲାରେ ଉତ୍କଟ ସ୍ଥିତି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଚିନ୍ତା ବଢାଇଲା ନିଅଣ୍ଟିଆ ବର୍ଷା ।  ଆଜି ଯାଏ ରାଜ୍ୟର ସ୍ବାଭାବିକ ଠାରୁ ୩୯ ପ୍ରତିଶତ କମ ବୃଷ୍ଟିପାତ ହୋଇଛି । ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗିର ଓ ପୁରୀରେ ସବୁଠୁ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୟୂରଭଞ୍ଜରେ ମାଇନସ…

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର ନେଇ ପାଣିପାଗ ଅନୁକୂଳ ରହିଛି । ଦିନେ, ଦୁଇଦିନ ଭିତରେ ସାରା ରାଜ୍ୟକୁ ଛୁଇଁବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ, ଆଜିଠାରୁ ତିନିଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ସରିଲା ଅପେକ୍ଷା ।  ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ ।  ତାତିରୁ ମିଳିଲା ଆଶ୍ବସ୍ତି । ଦୀର୍ଘଦିନ ପରେ ମାଲକାନଗିରିରେ ଅଟକି ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ଆଗକୁ ବଢିଛି । କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଲାକୁ ସ୍ପର୍ଶ କରିଛି ମୌସୁମୀ ।…