Browsing Tag

Monsoon in Odisha

ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା, ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଜୁଲାଇ ମାସରେ ସକ୍ରିୟ ରହିବ ମୌସୁମୀ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । IMD ଆକଳନ ଅନୁସାରେ ଦେଶରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ…

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼ , ଝାରସୁଗୁଡ଼ା , ମୟୂରଭଞ୍ଜ , କେଉଁଝର ଓ ବାଲେଶ୍ଵରର କିଛି ଅଞ୍ଚଳରେ ପହଞ୍ଚିନି ମୌସୁମୀ । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ରହିଛି । ଆଗାମୀ ୩ ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ…

ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ, ଆଜିଠାରୁ ତିନିଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ସରିଲା ଅପେକ୍ଷା ।  ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ ।  ତାତିରୁ ମିଳିଲା ଆଶ୍ବସ୍ତି । ଦୀର୍ଘଦିନ ପରେ ମାଲକାନଗିରିରେ ଅଟକି ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ଆଗକୁ ବଢିଛି । କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଲାକୁ ସ୍ପର୍ଶ କରିଛି ମୌସୁମୀ ।…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ସମୟର ୪ ଦିନ ପୂର୍ବରୁ ରାଜ୍ୟରେ କଲା ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ପର୍ଯ୍ୟାୟ କ୍ରମେ ଅନ୍ୟ ଅଞ୍ଚଳରେ ସକ୍ରିୟ ହେବ ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଶୁକ୍ରବାର ରାତିରୁ…

ରାଜ୍ୟରେ କଲବଲ କରୁଛି ତାତି, ଆଗାମୀ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟକୁ ମୌସୁମୀ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । କର୍ଣ୍ଣାଟକ ଓ ଉପକୂଳ ଆନ୍ଧ୍ର ପ୍ରଦେଶର ଅବଶିଷ୍ଟ ଭାଗ, ମହାରାଷ୍ଟ୍ର ଓ ତେଲେଙ୍ଗାନାର…

ଓଡ଼ିଶାମୁହାଁ ମୌସୁମୀ, ଆଇଏମଡିର ଆକଳନ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାମୁହାଁ ମୌସୁମୀ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡିଶା ଛୁଇଁଥାଏ । ଚଳିତ ଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ…

ପାଗ ଅନୁକୂଳ; ଆଜି ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଛୁଇଁବ ମୌସୁମୀ। ଏଥିପାଇଁ ପାଗ ଅନୁକୂଳ ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ପ୍ରାକ୍‌ ମୌସୁମୀ ବର୍ଷା । ମଙ୍ଗଳବାରଠୁ ବର୍ଷା ଆରମ୍ଭ ହୋଇଥିବାବେଳେ ବୁଧବାର ବର୍ଷାର ବିସ୍ତତି ବୃଦ୍ଧି ପାଇଛି। ବର୍ଷାର ପରିମାଣ, ତାପମାତ୍ରାରେ ହ୍ରାସ ଓ ପବନର…

୨ରୁ ୩ଦିନ ମଧ୍ୟରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଉପକୂଳ ଓଡ଼ିଶାରେ ହେବ ବିଜୁଳି ଘଡଘଡି ସହ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ଅପସରିଯିବ ମୌସୁମୀ। ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ପଶ୍ଚିମ ଓ କେନ୍ଦ୍ର ଭାରତରୁ ଆଗାମୀ ୨ରୁ ୩ଦିନ ମଧ୍ୟରେ ଫେରିବ ମୌସୁମୀ। ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଓଡ଼ିଶା ସହ ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ…

ଓଡ଼ିଶାରେ ଦୁର୍ବଳ ପଡ଼ିଛି ମୌସୁମୀ, ୟେଲୋ ଜୋନରେ ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ):ଅଗଷ୍ଟରେ ଏବର୍ଷ ଓଡ଼ିଶାରେ ଭଲ ବର୍ଷା ନାହିଁ । ନିଅଣ୍ଟିଆ ସ୍ଥିତି ଦେଖାଦେବ । ସ୍ୱାଭାବିକଠାରୁ କମ୍‌ ରହିବ ବର୍ଷା ପରିମାଣ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ ଉପକୂଳ ଭାରତରେ ସ୍ୱାଭାବିକଠୁ କମ୍‌ ବର୍ଷା ହେବ । ସେହିପରି ଓ଼ଡ଼ିଶା ସମେତ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ: ଏହି ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା, ରାଜଧାନୀରେ ହେଉଛି ଡହ ଡହ ଖରା

ଭୁବନେଶ୍ୱର(କେନ୍ୟୁଜ): ଆସନ୍ତା ୩୦ ଯାଏଁ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ସମୁଦ୍ର ପତ୍ତନଠାରୁ ଏହା ୩.୧ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ଏହାର…

ସାରା ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆଜି ୧୩ ଜିଲ୍ଲାରେ ପ୍ରବଳ କାଚିବା ସମ୍ଭାବନା, ଗତ ୨୪ ଘଣ୍ଟାରେ…

ଭୁବନେଶ୍ୱର(କେନ୍ୟୁଜ): ସାରା ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି…

ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୮୧ ପ୍ରତିଶତ ଅଧିକ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ): ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୌସୁମୀ ଛୁଇଁବା ଯୋଗୁଁ ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୮୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ…