ଆଜି ବି କମ୍ପିବ ଗୃହ ! ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ବିଧାନସଭା
ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ମୌସମୀ ଅଧିବେଶନର ଆଜି ତୃତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ହେବା ସମ୍ଭାବନା ରହିଛି । ଗତକାଲି ଧୋଇ ଯାଇଥିଲା ପ୍ରଶ୍ନକାଳ । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । ବିଜେପି…