Browsing Tag

monsoon would be slightly delayed

ଆଇଏମ୍‌ଡିର ଭବିଷ୍ୟବାଣୀ, ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଗତକାଲି ସ୍କାଏମେଟ୍‌ର ପୂର୍ବାନୁମାନ ଥିଲା ଯେ ଚଳିତ ବର୍ଷ ମୌସୁମୀ ବାୟୁ ଜୁନ୍‌ ୪ ତାରିଖରେ କେରଳରେ ପହଞ୍ଚିବ । ହେଲେ ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା କେନ୍ଦ୍ର ଆଇଏମ୍‌ଡିର ଆକଳନ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୬ରେ କେରଳରେ ପ୍ରବେଶ କରିବ । ଆସନ୍ତା ମେ…