Browsing Tag

monsoon

ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା, ଭିଜିବ ସାରା ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଏଥର ଦେଶରେ ସ୍ବାଭାବିକଠାରୁ ଅଧିକ ରହିବ ମୌସୁମୀ ବର୍ଷା । ଜୁନରୁ ସେପ୍ଟେମ୍ବର ଭିତରେ ସାରା ଦେଶରେ ଲଙ୍ଗ ପିରିୟଡ୍ ଆଭରେଜରେ ୧୦୪ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା ରହିଛି । ମୌସୁମୀ ସିଜିନରେ ଦେଶରେ…

୨୦୨୪ରେ ସ୍ବାଭାବିକ ହେବ ମୌସୁମୀ, ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା

ଭୁବନେଶ୍ୱର : ୨୦୨୪ରେ ମୌସୁମୀ ସ୍ବାଭାବିକ ହେବ । ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ଦୀର୍ଘ ଅବଧି ଆଭାରେଜରେ ୧୦୨ପ୍ରତିଶତ ମୌସୁମୀ ବର୍ଷା ଆକଳନ କରାଯାଇଛି । ସାରା ଦେଶରେ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେବ । ଯାହାକି…

୨ରୁ ୩ ଦିନ ମଧ୍ୟରେ ଫେରିଯିବ ମୌସୁମୀ, ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି

କେନ୍ୟୁଜ୍(ବ୍ୟୁରୋ): ରାଜ୍ଯରୁ ଫେରିଯିବ ମୌସୁମୀ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ରାଜ୍ୟର ବିଭିନ୍ନ…

ବିଦାୟ ନେବ ମୌସୁମୀ, ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ

କେନ୍ୟୁଜ୍(ବ୍ୟୁରୋ): ଦେଶରୁ ଫେରିଯିବ ମୌସୁମୀ । ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୪ ଘଣ୍ଟାରେ ରାଜସ୍ଥାନରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସାଧାରଣ…

ମୌସୁମୀରେ ନାହିଁ ବର୍ଷାର ଦେଖା, ଅଗଷ୍ଟ ମାସରେ ପୁରୀରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଋତୁରେ ବର୍ଷାରେ ଦେଖା ନାହିଁ । ଅନୁଭୂତ ହେଉଛି ତାତି । ଅଗଷ୍ଟ ମାସରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ବା ତାଠାରୁ ଉପରେ ରହିଛି । ୨୮ ତାରିଖରେ ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହାକି…

ପ୍ରବଳ ବର୍ଷିବ: ସକାଳ ୮: ୩୦ ଯାଏ ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପପଟ, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ…

ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ସ୍ଥିତି, ଜୁନ୍‌ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ବର୍ଷା । ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ଦିନ ଲଗାଣ ବର୍ଷା ହୋଇଛି । ଏଥିରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣା ହେବା ସହ ରାଜ୍ୟରେ ସ୍ୱାଭାବିକ ହୋଇଛି ମୌସୁମୀ ସ୍ଥିତି । ଚଳିତ ମୌସୁମୀ ଋତୁରେ…

ସକ୍ରିୟ ରହିଛି ମୌସୁମୀ, ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ଵର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆଗାମୀ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷାର ଲାଗି ରହିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଜି ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ…

୧୫ମିନିଟରେ ଓଦା କପଡ଼ା ହୋଇଯିବ ଶୁଖିଲା

ବର୍ଷା ଦିନରେ ସବୁଠୁ ବଡ଼ ଟେନସନ କଣ ଜାଣିଛନ୍ତି ? ଓଦା କପଡ଼ା ନଶୁଖିବା। ଏବେ ତ ପ୍ରାୟ ସବୁ ସ୍ଥାନରେ ପିନ୍ଧା ଲୁଗାକୁ ଶୁଖାଇବା ପାଇଁ ଛାତ ଉପରକୁ ଲୋକ ଯାଉଛନ୍ତି। କମ ଜାଗା କାରଣରୁ ତଳେ ଶୁଖାଇ ହେଉନାହିଁ। ଆଉ ତା ଠୁ ବଡ଼ କଷ୍ଟ ହେଉଛି ଯଦି ବର୍ଷା ଆରମ୍ଭ ହୁଏ ପୁଣି ଥରେ ଛାତକୁ ଯାଅ ସେସବୁୁକୁ…

ଭୂସ୍ଖଳନରେ ଧୋଇଗଲା ବଦ୍ରିନାଥକୁ ଯାଉଥିବା ରାଜପଥ, ଫସିଲେ ପର୍ଯ୍ୟଟକ

ଭାରତରେ ମୌସୁମୀ କିଛି ଭିନ୍ନ ଶୈଳୀରେ ପ୍ରବେଶ କରିଛି । ମୌସୁମୀ ପ୍ରଭାବରେ ଭାରତର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେଉଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ସମାନ ଭାବେ ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲିରେ ଭୂସ୍ଖଳନ ହୋଇଥିଲା । ଏହା ଦ୍ୱାରା ଏଠାରେ…

ସାରା ରାଜ୍ୟକୁ ଛୁଁଇଲା ମୌସୁମୀ, ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟକୁ ଛୁଁଇଲା ମୌସୁମୀ। ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ମୌସୁମୀ ଆଗମନ ସହ ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଅନେକ ସ୍ଥାନରେ ଝିପିଝିପି ବର୍ଷା ଜାରି…

ଗରମରୁ ମିଳିଲା ଆଶ୍ୱସ୍ତି: ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦୁଇ ଦିନରେ ସାରା ରାଜ୍ୟକୁ ଅଗ୍ରସର ହେବ

ଭୁବନେଶ୍ୱର (କେନ୍ୟୁଜ): ଭିଜିଲା ରାଜ୍ୟ। ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି। ରାଜ୍ୟରେ ଆରମ୍ଭ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା । ମାଲକାନଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଭାଗରେ ମୌସୁମୀ ପ୍ରବେଶ କରିଛି। ଦିନେ ୨ ଦିନ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ବାୟୁ…