Browsing Tag

moon mission

ଏବେ ଚନ୍ଦ୍ରରେ ଚାଲିବ କାର, ନାସା ଦେଲା ବଡ ସୂଚନା

ବିଶ୍ୱ ଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏବେ ଖୁବ ଶୀଘ୍ର ଚନ୍ଦ୍ରପୃଷ୍ଠରେ ଚାଲିବାକୁ ଯାଉଛି କାର । ଏହା ଶୁଣି ଆପଣଙ୍କୁ ଖୁବ…

ଜଣା ପଡ଼ିଲା କେତେ ବର୍ଷ ପୁରୁଣା ଚନ୍ଦ୍ର, ଅଧ୍ୟୟନରୁ ପ୍ରକାଶ ପାଇଲା ନୂଆ ତଥ୍ୟ

୧୯୭୦ ଦଶକରେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସାର ଆପୋଲୋ ମିଶନ ଦ୍ୱାରା ଚନ୍ଦ୍ର ଚଟାଣର ଏକ ନମୁନା ପୃଥିବୀକୁ ଅଣାଯାଇଥିଲା । ଏହି ନମୁନା ଗୁଡିକ ଅନେକ ଥର ପରୀକ୍ଷା କରାଯାଇଛି । କିନ୍ତୁ ଏଥର ଏକ ନୂଆ କଥା ଜଣା ପଡ଼ିଛି ଯାହା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ତେବେ ଏହି…

୨୦୪୦ ସୁଦ୍ଧା ଚନ୍ଦ୍ରରେ ହେବ ଘର, ବ୍ୟବହାର ହେବ 3D ପ୍ରିଣ୍ଟର

ବର୍ତ୍ତମାନ ଦୁନିଆର ସମସ୍ତ ଅନ୍ତରୀକ୍ଷ ଏଜେନ୍ସି ମାନଙ୍କର ଚନ୍ଦ୍ର ଉପରେ ନଜର । ସମସ୍ତଙ୍କର ଏବେ ଚନ୍ଦ୍ରକୁ ଯିବାର ଚେଷ୍ଟା ରହିଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ମଧ୍ୟ ଏଥିରେ ପଛରେ ନାହିଁ । ନାସା କହିଛି ଯେ ସେ ଅନେକ ବର୍ଷ ପୂର୍ବରୁ ମନୁଷ୍ୟକୁ ଚନ୍ଦ୍ରରେ ପହଞ୍ଚାଇ ସାରିଛି । ଏବେ…

ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହେଲା ପ୍ରଜ୍ଞାନ, ଚନ୍ଦ୍ରରେ ଘୁରି ଘୁରି ସଂଗ୍ରହ କରିବ ତଥ୍ୟ

ଭାରତର ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନର ମିଶନ ଚନ୍ଦ୍ରୟାନ-୩ ସଫଳ ହୋଇଛି । ଏବଂ ବତ୍ତର୍ମାନ ପ୍ରକୃତ କାର୍ଯ ଆରମ୍ଭ ହୋଇଛି । ଲ୍ୟାଣ୍ଡରରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ । ଇସ୍ରୋ ତରଫରୁ ଘୋଷଣା ହୋଇଛି ଯେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ କାମ…

ISRO ଜାରି କଲା ୭୦ କିମି ଉଚ୍ଚତାରୁ ଜହ୍ନର ଫଟୋ, ସେୟାର କଲା ଚନ୍ଦ୍ରଯାନ-୩ ମିଶନର ଅପ୍‌ଡେଟ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମଙ୍ଗଳବାର ଜହ୍ନର ଆଉ କେତେକ ନୂତନ ଫଟୋ ଜାରି କରିଛି। ଅଗଷ୍ଟ ୧୯ରେ ଏହି ଫଟୋଗୁଡ଼ିକ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରଯାନ-୩ ମିଶନର ‘ଲ୍ୟାଣ୍ଡର୍ ପୋଜିସନ୍ ଡିଟେକସନ୍ କ୍ୟାମେରା’ (LPDC) ଦ୍ୱାରା କଏଦ ହୋଇଛି। ଇସ୍ରୋ ଚନ୍ଦ୍ରର ତାଜା ଫଟୋ…

ରୁଷିଆର ମିଶନ ମୁନ୍‌କୁ ଝଟ୍‌କା, କ୍ରାସ୍‌ ହେଲା ‘ଲୁନା-୨୫’

ରୁଷ୍‌ର ମୁନ୍‌ ମିଶନ ‘ଲୁନା-୨୫’ ବିଫଳ। ଚନ୍ଦ୍ରର ପୃଷ୍ଠ ସହିତ ଧକ୍କା ହୋଇ ବିଫଳ ହୋଇଛି ଲୁନା-୨୫। ରୁଷ୍‌ ୫୦ ବର୍ଷ ପରେ ଦ୍ୱିତୀୟ ଥର ମୁନ୍‌ ମିଶନ ଲଞ୍ଚ୍‌ କରିଥିଲା। ଅଗଷ୍ଟ ୨୧ରେ ଏହା ଚନ୍ଦ୍ରର ପୃଷ୍ଠରେ ଅବତରଣ କରିବାର ଥିଲା। କିନ୍ତୁ ବର୍ତ୍ତମାନ ରୋସ୍କୋସ୍ମୋସ୍‌ ଅନୁସାରେ, ଲୁନା-୨୫…

ଫିକା ପଡିପାରେ ରୁଷର ମୁନ୍‌ ମିଶନ, ଲ୍ୟାଣ୍ଡିଂ ପୂର୍ବରୁ ଲୁନା-୨୫ରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି

ସଂକଟରେ ରୁଷର ମୁନ୍ ମିଶନ । ଲ୍ୟାଣ୍ଡିଂ ପୂର୍ବରୁ ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି । ପ୍ରାକ୍ ଅବତରଣ କକ୍ଷପଥକୁ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତର ସମାନା କରିଛି । ଆସନ୍ତାକାଲି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରରେ ଲୁନା-୨୫ର ଅବତରଣ ପାଇଁ ରୁଷ୍ ଲକ୍ଷ୍ୟ…

ଚନ୍ଦ୍ରରେ ସୃଷ୍ଟି ହୋଇଛି ଟ୍ରାଫିକ ଜାମ୍‌, ଚନ୍ଦ୍ର ମିଶନ ପ୍ରୋଜେକ୍ଟର ଲାଗିଛି ଲାଇନ୍‌

ଆଗାମୀ ସପ୍ତାହ ଭାରତୀୟ ବିଜ୍ଞାନ ଜଗତ ପାଇଁ ବହୁତ ଖାସ ହେବାକୁ ଯାଉଛି । ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ - ୩ ଚନ୍ଦ୍ରରେ ଲ୍ୟାଣ୍ଡ କରିବ । କୁହାଯାଉଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୧-୨୩ ମଧ୍ୟରେ ଚନ୍ଦ୍ରର ସ୍ଥଳଭାଗରେ ଲ୍ୟାଣ୍ଡ କରିବ ଏବଂ ଏହା ନିଜର ସୁବର୍ଣ୍ଣ ନାମ ଇତିହାସ…

୪୭ ବର୍ଷ ପରେ ରୁଷ୍‌ ଲଞ୍ଚ୍‌ କଲା ନିଜର ମୁନ୍‌ ମିଶନ, ଚନ୍ଦ୍ରକୁ ଯାତ୍ରା କଲା Luna-25

ପ୍ରାୟ ୪୭ ବର୍ଷ ପରେ ରୁଷ୍‌ ନିଜର ମୁନ୍‌ ମିଶନ ଆରମ୍ଭ କରିଛି। ଅଗଷ୍ଟ ୧୧ ପ୍ରାତଃ ୪ଟା ୪୦ରେ ଅମୁର ଓବ୍ଲାଷ୍ଟର ଭୋସ୍ତୋନୀ କସ୍‌ମୋଡ୍ରୋମ୍‌ରୁ Luna-25 Lander ମିଶନ ଲଞ୍ଚ୍‌ ହୋଇଛି। ଏହି ଲଞ୍ଚିଂ ସୋୟୁଜ୍‌ 2.1b ରକେଟ୍‌ରୁ କରାଯାଇଛି। ଏହି ମିଶନକୁ ଲୁନା-ଗ୍ଲୋବ୍‌ ମିଶନ ମଧ୍ୟ କୁହାଯାଉଛି।…

ଆସିଲା ଚନ୍ଦ୍ରର ପ୍ରଥମ ଫଟୋ, ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ର ସଫଳତା

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ବା ISRO ଚନ୍ଦ୍ରର ପ୍ରଥମ ଫଟୋ ସେୟାର କରିଛି । ମାନବ ବିହୀନ ଚନ୍ଦ୍ର ମିଶନରେ ଯାଇଥିବା ଚନ୍ଦ୍ରଯାନ ୩ ଦ୍ୱାରା ଏହି ଫଟୋ ନିଆଯାଇଛି । ଶନିବାର ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ ଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗକୁ କ୍ୟାପଚର କରାଯାଇଥିଲା ।…

ଦେଶର ସବୁଠୁ ବଡ଼ ମୁନ୍‌ ମିଶନ, ଚନ୍ଦ୍ରକୁ ଗଲା ଆମ ‘ଚନ୍ଦ୍ରଯାନ-୩’

ଲଞ୍ଚ୍‌ ହେଲା ଚନ୍ଦ୍ରଯାନ-୩ । ଅପରାହ୍ନ ୨ଟା ୩୫ ମିନିଟ୍‌ରେ ଏହା ଉଡ଼ାଣ ଭରିଛି । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଏହାର ଉତ୍‌କ୍ଷେପଣ ହୋଇଛି । ଇସ୍ରୋର ବାହୁବଳୀ ରକେଟ୍ ଲଞ୍ଚ ଭେହିକିଲ Mark- III ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଛି । ୧୭୦ x…

ଭାଙ୍ଗିଗଲା ଜାପାନର ସ୍ୱପ୍ନ, ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର

ଜାପାନର ଚନ୍ଦ୍ର ଅଭିଯାନ ଫେଲ । ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର । ଏହା ପୂର୍ବରୁ ମିଶନ ଫେଲ ହୋଇଛି । ପ୍ରଥମଥର ପାଇଁ ଚନ୍ଦ୍ରରେ ଘରୋଇ କମ୍ପାନୀ ଲ୍ୟାଣ୍ଡର ଅବତରଣ କରିବାର ଥିଲା । ଏହି ମିଶନର ନାଁ ରହିଥିଲା ହାକୁତୋ-ଆର ମିଶନ୍‌-୧ । ଜାପାନର ଘରୋଇ…