moon picture

ଚନ୍ଦ୍ରରୁ ଖୁସି ଖବର, ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ଚନ୍ଦ୍ରରୁ ଖୁସି ଖବର । ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨ । ଦୁଇ ହଜାର ୬୫୦ କିଲୋମିଟର ଉପରୁ ଏହି ଫଟୋ ପଠାଇଛି ବିକ୍ରମ ଲ୍ୟାଣ୍ଡର ।…

5 years ago