ମାତ୍ର ୧୦ ଦିନ ଫଲୋ କରନ୍ତୁ ମୁଗ ଡାଲିର ଏହି ଡାଏଟ୍ ପ୍ରୋଗ୍ରାମ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ
ସାଧାରଣତଃ କୌଣସି ରୋଗ ହୋଇଥିବା ବେଳେ ଡାକ୍ତର ମୁଗ ଡାଲି ଖାଇବାକୁ ପରାମର୍ଶ ଦେଇଥାନ୍ତି। ମୁଗକୁ ଡାଲି ଭାବେ ବା ଖେଚୁଡ଼ିରେ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକାରକ ହୋଇଥାଏ। ଓଜନ କମ୍ କରିବାରେ ମଧ୍ୟ ମୁଗ ଡାଲି ସାହାଯ୍ୟ କରେ। ମୁଗ ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଛି ଯାହା ଶରୀରକୁ…