ଡାଇବେଟିଜ ସହ ମୋଟାପଣ ଦୂର କରିବ ମୁଗଡାଲି ପାଣି, କିପରି କରିବେ ଏହାକୁ ପ୍ରସ୍ତୁତ
ମୁଗ ଡାଲି ଆମେ ପ୍ରାୟତଃ ସମସ୍ତେ ଖାଇଥାଉ। ଏହି ଡାଲି ଖାଇବାରେ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଖାଇବା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଏହାର ବେଶ୍ ପ୍ରଭାବ ପଡିଥାଏ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଭରି ରହିଥାଏ। ଏହାଛଡା ମୁଗ ଡାଲିରେ ମାଙ୍ଗାନିଜ, ପୋଟାସିୟମ, ମ୍ୟାଗ୍ନେସିୟମ, ଫଲେଟ,…