Browsing Tag

morning walk

ଏମିତି ବି ଆସେ ମୃତ୍ୟୁ, ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକପ ଭ୍ୟାନ୍

ସୋରଡ଼ା (କେନ୍ୟୁଜ): ମୃତ୍ୟୁ ଏପରି ଆସେ ତାହା ମନୁଷ୍ୟ ଜାଣି ନ ଥାଏ । ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ସୋରଡ଼ାରେ । ଚାରିଜଣ ମହିଳା ମିଶି ସକାଳ ଭୋର ରୁ ପ୍ରାତ ଭ୍ରମଣ କରୁଥିବା ସମୟରେ ଜରାଉ ବ୍ରିଜ ନିକଟରେ ମେକ୍ସ ପିକପ ଗାଡି ହାଠାତ ଆସି ଭ୍ରମଣ ସାରି ଫେରୁଥିବା ମହିଳା ପ୍ରମିଳା ଗଉଡ…

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ହଠାତ୍ ବାଘ ସହ ହେଲା ମୁହାଁମୁହିଁ… ତା’ ପରେ ହେଲା କିଛି ଏମିତି

ବାଘ ଏକ ଏପରି ପଶୁ, ଯାହାର ନାଁ ଶୁଣିବା ମାତ୍ରେ ଲୋକମାନେ ଡରରେ ଥରିବାକୁ ଲାଗିଥାନ୍ତି। ଟିକେ ଭାବନ୍ତୁ ତ, ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ, ତେବେ ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ସେଠାରୁ ‌ଖସିଯିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ଆପଣଙ୍କ ପାଇଁ ବିପଦଜ୍ଜନକ…

ଜାଣନ୍ତୁ ଖାଲି ପାଦରେ ଚାଲିବାକୁ ନେଇ ରିସର୍ଚ୍ଚ କଣ କହୁଛି

ସମୟ ବଦଳିଗଲାଣି, ରହଣୀ ସହଣୀରେ ପରିବର୍ତ୍ତନ ଆସିଲାଣି କିନ୍ତୁ ପୁରୁଣା ଉପାୟ ସବୁ ଫେରିବାକୁ ଲାଗିଲାଣି । ଏହାର ଅର୍ଥ ଆପଣ ଭଲଭାବେ ଜାଣିସାରିବେଣି । ପୂର୍ବରୁ ମଣିଷ କେତେ କଣ ଘରୋଇ ଉପାୟ ଆପଣାଉଥିଲା । ଆଉ ଏବେ ବି ଲୋକେ ସେହି ଘରୋଇ ଉପାୟକୁ ପସନ୍ଦ କରୁଛନ୍ତି । ପୂର୍ବରୁ ଲୋକେ ସୁସ୍ଥ…

ମର୍ଣ୍ଣିଂ ୱାକ୍ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ

ମୋବାଇଲ୍ ଫୋନ୍ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ଆଜିକାଲି ଆମେ ଏହା ବିନା ଆମ ଜୀବନକୁ କଳ୍ପନା ମଧ୍ୟ କରିପାରିବୁ ନାହିଁ, କିନ୍ତୁ ଲଗାତାର ଏହାର ବ୍ୟବହାର ଦ୍ୱାରା ଏହା ଏକ ନିଶାରେ ପରିଣତ ହୁଏ, କାରଣ ପ୍ରାୟତଃ କିଛି ଲୋକଙ୍କୁ ଅନାବଶ୍ୟକ ଭାବରେ ବାରମ୍ବାର…

ଝାଡ଼ଖଣ୍ଡରେ ଗାଡ଼ି ଧକ୍କାରେ ବିଚାରପତିଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍‌ସ, ସିସିଟିଭି ଫୁଟେଜ୍‌ରୁ ବଢିଲା ହତ୍ୟା ସନ୍ଦେହ

ନୂଆଦିଲ୍ଲୀ : ଦୁର୍ଘଟଣା ନା ହତ୍ୟା। ଝାଡ଼ଖଣ୍ଡ ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସସପେନ୍ସ। ମର୍ଣ୍ଣିଂ ଓ୍ଵାକରେ ବାହାରିଥିଲେ ଧନବାଦ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଉତ୍ତମ ଆନନ୍ଦ । ପ୍ରଥମେ ଏହା ଦୁର୍ଘଟଣାଜନିତ ମୃତ୍ୟୁ କୁହାଯାଉଥିଲା। କିନ୍ତୁ ଘଟଣାର ସିସିଟିଭି ଫୁଟେଜ ଆସିବା…

ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା, ରାସ୍ତାକୁ ଆସି ଗହଳି ନକରିବା ହେଉଛି ଲକଡାଉନର…

କେନ୍ୟୁଜ୍(ବ୍ୟୁରୋ):  ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । ଆଜି ଏହି ଘୋଷଣା କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଟ୍ଵିନ୍‌ ସିଟିରେ ସଂକ୍ରମଣ ଅଧିକ ବ୍ୟାପୁଥିବାରୁ…

ମର୍ଣ୍ଣିଂ ଓ୍ଵାକ୍‌ରୁ ଆସିବା ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଶରୀରକୁ ମିଳିବ ଫୂର୍ତ୍ତି ଏବଂ ସତେଜତା

ନିଜର ସ୍ୱାସ୍ଥ୍ୟକୁ ଭଲ ଏବଂ ମେଣ୍ଟେନ କରିବା ପାଇଁ ଅଧିକାଂଶ ଲୋକ ସକାଳୁମର୍ଣ୍ଣିଂ ଓ୍ଵାକ୍‌ରେ ଯାଆନ୍ତି। ଆଉ ମର୍ଣ୍ଣିଂ ଓ୍ଵାକ୍‌ରୁ ଆସିବା ପରେ କ’ଣ ଖାଇବେ ଏବଂ କ’ଣ ନ ଖାଇବେ ତାକୁ ନେଇ ଦ୍ୱନ୍ଦ୍ୱରେ ରୁହନ୍ତି। ଅଧିକାଂଶ ବ୍ୟକ୍ତି ଅନେକ ଭୁଲ୍‌ ଖାଦ୍ୟ ଖାଆନ୍ତି। ଫଳରେମର୍ଣ୍ଣିଂ ଓ୍ଵାକ୍‌…