Browsing Tag

Moscow

ରୁଷରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ସୁରକ୍ଷା ଦୃଷ୍ଟିରୁ ଉଜବେକିସ୍ତାନରେ ଲ୍ୟାଣ୍ଡିଂ କଲା ବିମାନ

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ବୋମା ବିସ୍ଫୋରଣ କରି ବିମାନକୁ ଉଡାଇ ଦେବାକୁ ଧମକ ମିଳିଛି । ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି। ଏହି ଖବର ପରେ ଭାରତ ସୀମାରେ ପ୍ରବେଶ କରିବା ପୂର୍ବରୁ ବିମାନକୁ ଉଜ୍ଜିବେକିସ୍ତାନକୁ ଡାଇଭର୍ଟ…

ମସ୍କୋ: ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ, ୭୦୦୦ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଲା ନିଆଁ

ନୂଆଦିଲ୍ଲୀ : ରୁଷର ରାଜଧାନୀ ମସ୍କୋ ସୀମାନ୍ତରେ ଥିବା ମେଗା ଖିମ୍କି ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିନାହିଁ । ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟର ଆଞ୍ଚଳିକ ବିଭାଗ ଏହି ସୂଚନା ଦେଇଛି। ଏହି ଅଗ୍ନିକାଣ୍ଡ ୭୦୦୦ ବର୍ଗ ମିଟର…

ବୁଚାରେ ପୁଣି ରୁଷର ବର୍ବରତା…! ୭୨୦ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାରିଦେଲା ମସ୍କୋ ସେନା; ୨୦୦ରୁ ଅଧିକଙ୍କ ମିଳୁନି ପତ୍ତା

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲଗାତାର ସାଧାରଣ ନାଗରିକମାନେ ମୃତ୍ୟୁର ଶିକାର ହେଉଛନ୍ତି। ବୁଚା ନରସଂହାର ପରେ ହୋଇଥିବା ଆଲୋଚନା ସତ୍ତ୍ୱେ ରୁଷ ସୈନ୍ୟ ସୁଧୁରୁ ନାହାନ୍ତି। ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନର ଇଣ୍ଟେରିୟର ମନ୍ତ୍ରାଳୟ ମୁତାବକ,…

ମସ୍କୋ: ଟେଷ୍ଟ ବେଳେ ରୁଷର ସୈନ୍ୟ ବିମାନରେ ଲାଗିଲା ନିଅାଁ, ୩ ଲୋକଙ୍କ ମୃତ୍ୟୁ, ଆସିଲା ଛାତିଥରା ଭିଡିଓ

ମସ୍କୋ ନିକଟରେ ଫ୍ଲାଇଟ୍‌ ଟେଷ୍ଟ ବେଳେ ରୁଷର ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଭିତରେ ୩ କ୍ରୁ ମେମ୍ବର ଥିଲେ। ଏୟାରକ୍ରାଫ୍ଟ କମ୍ପାନୀ ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେଶନ ଏହି ଦୁର୍ଘଟଣା ନେଇ ସୂଚନା ପ୍ରଦାନ କରିଛି। ଏଥିରେ ୩ କ୍ରୁ ମେମ୍ବରଙ୍କ ମୃତ୍ୟୁ ଘଟିଥିବା ବେଳେ…