ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ସାଙ୍ଗରେ ଶୋଇଥିବା ଡ୍ରାଇଭର ଗୁରୁତର
କେନ୍ଦୁଝର : ମଶାଧୂଆଁରେ ଅଣନିଶ୍ଵାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ କାର ଚାଳକ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକ କୁମାରନାଳୀ ଗ୍ରାମର ସହଦେବ ମହାନ୍ତ ।
ସାଙ୍ଗରେ ଶୋଇଥିବା ଡ୍ରାଇଭରଙ୍କ ଘର ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର…