ବାକି ସବୁକୁ କରନ୍ତୁ ବାୟ ବାୟ, ମାତ୍ର ୨୦୦ ଟଙ୍କାରେ ମଶାଙ୍କ ଉତପାତକୁ ଏମିତି କରନ୍ତୁ ବନ୍ଦ
ଗରମ ଋତୁ ଆସିସାରିଲାଣି। ଧିରେ ଧିରେ ଗରମ ବଢ଼ୁଛି ଏବଂ ତାସହିତ ଆଉ ଏକ ସମସ୍ୟା ହେଉଛି ମଶା। ଗରମ ଦିନରେ ମଶାମାନେ ଭାରି ହଇରାଣ କରନ୍ତି। ଏମିତି ମଶାଙ୍କୁ ଘଉଡାଇବା ପାଇଁ ଅନେକ ପ୍ରଡକ୍ଟସ ମିଳିଥାଏ, କିଏ ମସକିଟୋ କଏଲ, ରାକେଟ ଏବଂ ମସ୍କିଟୋ ରେପଲେଣ୍ଟର ବ୍ୟବହାର କରନ୍ତି। ଅଲଆଉଟ କିମ୍ବା…