ଏବେ ମଶାଙ୍କ ଅଭୟାରଣ୍ୟ ପାଲଟିଛି କଟକ ସହର, ଚିନ୍ତାରେ ସ୍ଥାନୀୟ ବାସିନ୍ଦା
କଟକ: ଦିନ ରାତି କିଛି ଦେଖୁ ନାହାନ୍ତି । ମଣିଷ ପଶୁ କାହାରିକୁ ଛାଡ଼ୁ ନାହାନ୍ତି । ଯେତେ ପିଇଲେବି ଏମାନଙ୍କର ପେଟ ପୁରୁ ନାହିଁ । ଯେତେ ମାରିଲେ ବି ଏମାନଙ୍କ ସଂଖ୍ୟା କମୁନାହିଁ । ଦିନ ଦୁଇଟା ବେଳୁ ଝରକା କବାଟ ବନ୍ଦ୍ କରିବାକୁ ପଡୁଛି । କାଳେ ଭିତରକୁ ପଶି ଆସିବେ କି । ଗୋଟେ ଦୁଇଟା ନୁହେଁ…