ମଶା ମାରିଲେ ମିଳିବ ଟଙ୍କା : ୫ଟି ମଶା ମାରନ୍ତୁ ଆଉ ନେଇଯାଆନ୍ତୁ ଏତିକି ଟଙ୍କା
ମଶା କାମୁଡିଲେ ଡେଙ୍ଗୁ ଭଳି ବିପଦଜନକ ରୋଗ ସୃଷ୍ଟି ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି । ମଶା ଧରିବା ପାଇଁ ପୁରସ୍କାର ଦିଆଯିବା କଥା କେବେ ଶୁଣିଛନ୍ତି କି ? ହଁ ଆଜ୍ଞା ଏଭଳି କିଛି ଘଟଣା ଫିଲିପାଇନ୍ସରେ ଦେଖିବାକୁ…