Browsing Tag

mother beaten

ବାପ ସମ୍ପତ୍ତିରୁ ଭାଗ ନେବା ପାଇଁ ମାତୃ ଦିବସରେ ମା’କୁ ଘୋଷାଡି ଘୋଷାଡି ମାରିଲା ଝିଅ, କଏଦ ହେଲା ଭିଡିଓ

ବାଙ୍କୀ(କେନ୍ୟୁଜ): ଏ ଦୁନିଆରେ ସବୁ ସମ୍ପର୍କଠୁ ମା ଓ ଝିଅର ସମ୍ପର୍କ ନିଆରା । ଏହା ଏକ ଏମିତି ବନ୍ଧନ ଯାହା ସାରା ଜୀବନ ପାଇଁ । ଗୋଟେ ମା ନିଜ ଝିଅଟିକୁ ବେଶି ସ୍ନେହ ଆଦରରେ ବଢାଇଥାଏ । କାହିଁକିନା ସେ ଦିନ ବାପଘର ଛାଡି କାହା ଘର ବୋହୂ ହୋଇ ସବୁ ଦିନ ପାଇଁ ଚାଲିଯାଏ । ଠିକ ସେହି ପରି…

ଏ କେମିତିକା ମା, ରାସ୍ତା ଉପରେ ପିଲାକୁ ପକାଇ ୩ ବର୍ଷର ଛୁଆକୁ ଗୋଇଠା ଚାପୁଡା ମାରୁଛି ମାଆ

କେନ୍ଦୁଝର (କେନ୍ୟୁଜ୍‌) : ତ୍ୟାଗ ଓ ତପସ୍ୟାର ପ୍ରତିକ ହେଉଛନ୍ତି ମା । ହେଲେ ମା ନିଜେ ଦୁଃଖ ଯନ୍ତ୍ରଣା ସହି ସନ୍ତାନ ମାନଙ୍କ ପାଇଁ ତା ପିନ୍ଧା କାନିକୁ ସ୍ନେହର ବିଛଣା କରିଦିଏ । ପେଟରେ ଓଦା କନା ପକାଇ ସନ୍ତାନ ମୁହଁରେ ଦାନା ଦିଏ ମା । ହେଲେ ଦାରିଦ୍ରତା ସାଙ୍ଗକୁ ମଦ ନିଶା ଏତେ ନିଷ୍ଠୁର ଓ…

କାଠ ଫାଳିଆରେ ମାଡ଼ ମାରି ମା’ର ଅଣ୍ଟା ଭାଙ୍ଗିଦେଲା ପୁଅ, ଗ୍ରାମବାସୀ ନେଲେ ଡାକ୍ତରଖାନା

ଜଳେଶ୍ବର (କେ ନ୍ୟୁଜ୍‌) : ଜନ୍ମକଲା ପୁଅ ପାଲଟିଲା ରାକ୍ଷସ । ନିଜ ବୁଢୀ ମାକୁ କାଠଫାଳିଆରେ ଅତି ନୃଶଂସ ଭାବେ ପିଟି ପିଟି ଲହୁଲୁହାଣ କରି ଦେଇଛି । ପୁଅ ମାଡ଼ରେ ମା’ର ଅଣ୍ଟା ଭାଙ୍ଗି ଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର…