Browsing Tag

mother commit suicide

ଖାଇବାକୁ ଦେଲାନି ପୁଅ, ଭୋକର ଜ୍ବାଳା ସହି ନପାରି ପାଣିକୁ ଡେଇଁପଡିଲେ ବୃଦ୍ଧା . . ଆଖି ଭିଜାଇ ଦେବ ଏହି ମା’ର କାହାଣୀ

ପାଖରେ ଅଛନ୍ତି ପାଞ୍ଚ ପୁଅ । ଅଛି ପର୍ଯ୍ୟାପ୍ତ ସମ୍ପତ୍ତି । ତଥାପି ବୃଦ୍ଧାଙ୍କୁ ମିଳୁନାହିଁ ସାହାରା । ଦିନ ଦିନ ଧରି ରଖାଯାଉଛି ଭୋକିଲା । ଆଉ ଭୋକର ଜ୍ବାଳା ସହିନପାରି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପାଣିକୁ ଡେଇଁ ପଡିଲେ ବୃଦ୍ଧା ଜଣକ । ଏଭଳି ଏକ ଦୁଃଖଦାୟକ ଘଟଣାଟି ଘଟିଛି…