Browsing Tag

mother dairy

ପୁଣି ବଢ଼ିଲା କ୍ଷୀର ଦର, କାଲିଠୁ ଅମୁଲ ଓ ମଦର ଡାଏରୀର ପ୍ରଡକ୍ଟ କିଣିଲେ ଦେବେ ଆଉ ଅଧିକ ୨ ଟଙ୍କା

ବଢ଼ିଲା ପ୍ୟାକେଟ୍‌ କ୍ଷୀର ମୂଲ୍ୟ। ଅମୁଲ ଓ ମଦର ଡାଏରୀରେ କ୍ଷୀର ଲିଟର ପ୍ରତି ୨ଟା ଲେଖାଏଁ ବଢ଼ିଛି। ବୁଧବାର ଠାରୁ ଏହି ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ଉଭୟ କମ୍ପାନୀ କିଣା ମୂଲ୍ୟ ଓ ଅନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀର ମୂଲ୍ୟ ବଢ଼ାଇଥିବା କହିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ ଦିଲ୍ଲୀ-ଏନ୍‌ସିଆରେ…

ଖୁସି ଖବର! କମିଲା ଖାଇବା ତେଲ ଦର, ଜାଣନ୍ତୁ ଏବେ କେତେ ହେଲା ମୂଲ୍ୟ

ଖାଉଟିଙ୍କ ପାଇଁ ଖୁସି ଖବର। କମିଲା ଖାଇବା ତେଲ ଦର। ଏବେ ମହଙ୍ଗା ମାଡ଼ରୁ ମିଳିଲା ଟିକେ ଆଶ୍ୱସ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ଏବେ ଧୀରେ ଧୀରେ ଦେଖିବାକୁ ମିଳୁଛି। ପୁଣିଥରେ କମିଛି ଖାଇବା ତେଲ ଦର। ଦିଲ୍ଲୀ-ଏନ୍‌ସିଆରର ଅନ୍ୟତମ ମୁଖ୍ୟ ଦୁଧ ଆପୂର୍ତ୍ତିକର୍ତ୍ତା ମଦର…

ଅମୁଲ୍‌ ପରେ ମଦର ଡାଏରୀ ବଢାଇଲା ଦୁଗ୍ଧ ଦାମ୍‌, ଆସନ୍ତାକାଲିରୁ ନୂଆ ଦର ଲାଗୁ

ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦରଦାମ ବୃଦ୍ଧି ଭିତରେ ଏବେ ଦୁଗ୍ଧ ଦାମ ମଧ୍ୟ ଲଗାତାର ଭାବରେ ବଢିବାରେ ଲାଗିଛି । ପ୍ରଥମେ ଅମୁଲ୍ ଦୁଗ୍ଧ ଦର ବୃଦ୍ଧି କରିଥିଲା । ଏବେ ଦୁଗ୍ଧ କମ୍ପାନୀ ମଦର ଡାଏରୀ ମଧ୍ୟ ଦୁଗ୍ଧ ଦାମ ବୃଦ୍ଧି କରିଛି । ନୂଆ ଦର ଆସନ୍ତାକାଲି ଅର୍ଥାତ୍‌ ୧୧ ଜୁଲାଇ ଠାରୁ…

ଆଜିଠୁ ମହଙ୍ଗା ହେଲା ମଦର ଡେୟରୀ କ୍ଷୀର, ଏବେ ଲିଟର ପିଛା ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଅଗ୍ରଣୀ ଦୁଗ୍ଧ ବିକ୍ରି କମ୍ପାନୀ ‘‘ମଦର ଡେୟରୀ’’ ଦୁଗ୍ଧ ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରଛି। ଦର ବଢ଼ିବା ପରେ ଗାଈ କ୍ଷୀର ମୂଲ୍ୟ ଏବେ ଲିଟରକୁ ୪୪ ଟଙ୍କା ହୋଇଛି। ତେବେ କେବଳ ଦିଲ୍ଲୀ ଏନ୍‌ସିଆର୍‌ରେ ହିଁ ଏହି ଦର ଲାଗୁ ହେବ। ସେହିପରି ଅଧ ଲିଟର ଦୁଗ୍ଧ ପାଇଁ ଏବେ ୨୩…