Browsing Tag

mother died

ବରଗଡ଼ରେ ଘଟିଲା ଅଘଟଣ: ବିଦ୍ୟୁତ ଆଘାତରେ ମା ସହ ୮ ମାସ ଶିଶୁର ଚାଲିଗଲା ଜୀବନ

ବରଗଡ଼ (କେନ୍ୟୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରକେଲ ଗାଁ ରେ ବିଦ୍ୟୁତ ଆଘାତରେ ମା ଓ ୮ ମାସ ପୁଅର ମୃତ୍ୟୁ । ଘରେ ଗଡ଼ରେଜ ଖୋଲୁ ଥିବା ସମୟରେ ବିଦ୍ୟୁତ ଲାଗି ଦୁହିଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗ ୩୨ ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୈରଭ ବାଗ ୮ ମାସ ହେଉଥିଲା ।…

ବିଲ ମଝିରୁ ମା ପୁଅଙ୍କ ମୃତଦେହ ଉଦ୍ଧାର, କିଭଳି ଓ କାହିଁକି ଉଭୟ ମୃତ୍ୟୁ ବରଣ କଲେ ତାର ତଦନ୍ତ ଜାରି

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁର ଚାଷଜମିରେ ମା ଓ ପୁଅଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି…

ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା’, ମେକଅପ୍ ଆର୍ଟିଷ୍ଟ ଭାବେ ଥିଲେ ବେଶ୍…

ଯାଜପୁର(କେନ୍ଯୁଜ୍): ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଯଖପୁରା ରେଳ ଷ୍ଟେସନରେ ଏହି ଅଘଟଣ ଘଟିଥିଲା । ସୂଚନା ମୁତାବକ, ଗୁଡ୍ଡୁଙ୍କ ମା ଗୀତାଞ୍ଜଳୀ ଟ୍ରେନ୍ ରେ ଚଢୁଥିବା ସମୟରେ ଖସି ପଡ଼ିଥିଲେ । ଖୋର୍ଦ୍ଧା…

ବ୍ରହ୍ମଗିରି ହୁବା ସାହିରେ ଅଭାବନୀୟ ଘଟଣା: ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର

ବ୍ରହ୍ମଗିରି: ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର। ବ୍ରହ୍ମଗିରି ଖଜୁରିଆ ନିକଟ ହୁବା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଘରେ ଗଦା ହୋଇ ରହିଥିବା ଧାନ ବସ୍ତା ପଡ଼ିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି । ରାତିରେ ବାପା ପୂର୍ଣ୍ଣଚନ୍ଦ୍ର ଭୋଇ, ମା ସସ୍ମିତା ଭୋଇ ଓ ୧୨ ବର୍ଷିୟ ଝିଅ…