ମଟର ଚଲାଉଥିବାବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ
ରେଢ଼ାଖୋଲ (କେନ୍ୟୁଜ): ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୂ-ବୋହୂ ମୃତ। ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ସ୍ଥିତ ଡାପତଅଁଳା ଗାଁରେ ଏହି ଅଘଟଣ ଘଟିଛି। ମଟର ଚଲାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ବୋହୂ। ବଞ୍ଚାଇବାକୁ ଯାଇ ଶାଶୁ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ…