Browsing Tag

mother jumped

ଛୁଆକୁ ଫିଙ୍ଗି ନଦୀକୁ ଡେଇଁଲା ମା’, ପୁଅ ମୃତ

ସାଲେପୁର: ଛୁଆକୁ ଫିଙ୍ଗିବା ପରେ ନଈକୁ ଡେଇଁପଡ଼ିଲା ମାଆ । ନାବାଳକ ପୁଅ ମୃତ । ମାଆକୁ ଏବେ ଓଡ୍ରାଫ ଟିମ ପକ୍ଷରୁ ଖୋଜାଖୋଜି ଚାଲିଛି। କଟକ ଜିଲ୍ଲା ନେମାଳରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ନାବାଳକ ପୁଅ ଝିଅଙ୍କୁ ଧରି ମାଆ ସୁହାନ ପରବିନ ହଠାତ ନେମାଳ ଚିତ୍ରୋତ୍ପଳା ନଦୀ ପାଖକୁ ଆସିଥିଲେ।…