Browsing Tag

mother killed her children

୫ ସନ୍ତାନଙ୍କୁ ଛୁରି ମାରି ଲହୁଲୁହାଣ କଲା ମା’, ୩ ମୃତ ଓ ୨ ଗୁରୁତର ଅବସ୍ଥାରେ ହେଉଛନ୍ତି ଚିକିତ୍ସିତ

ଇଟାଲି : ଇଟାଲିରେ ଦେଖିବାକୁ ମିଳିଛି ଏକ ଛାତି ଥରା ଘଟଣା । ଜଣେ ମା’ ତା’ର ୫ ସନ୍ତାନଙ୍କୁ ବାରମ୍ବାର ଛୁରି ମାରି ଲହୁଲୁହାଣ କରିଥିବା ବେଲେ ସେମାନଙ୍କ ମଧ୍ୟରୁ ୩ ସନ୍ତାନଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ହତ୍ୟାର କାରଣ…

ବାଥରୁମ୍‌ରେ ପିଲା ଜନ୍ମ କରିବାର ତୁରନ୍ତ ପରେ ମୁହଁରେ ଟଏଲେଟ୍‌ ପେପର ଭର୍ତ୍ତି କରି ଜୀବନ ନେଇଗଲା ପିଶାଚୀ ମା’

ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ଜନ୍ମ ପରେ ହିଁ ନିଜ ଛୁଆକୁ ମାରି ଦେଇଛନ୍ତି। ସେ ନିଜ ନବଜାତ ଶିଶୁର ପାଟିରେ ଟଏଲେଟ୍‌ ପେପର ପୂରାଇ ହତ୍ୟା କରିଛନ୍ତି। ଏହି ଘଟଣା ୨ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଯୁବତୀ ଜଣକ ଏବେ ହତ୍ୟା…

ନିଜର ୮ ମାସର ଶିଶୁର ବେକ କାଟି ହତ୍ୟା କଲା ମାଆ, ପଣତକାନିରେ ଲୁଚାଇ ରଖିଲା ରାତିସାରା

ଗୋଟେ ମାଆ କଣ ଏମିତି କରିପାରେ। ଏମିତି ଏକ ହୃଦୟ ବିଦାରକ ଏବଂ ଛାତି ଥରା କାମ କେମିତି କରିପାରିଲା ମାଆ। ଆମେ ଆଜି ଯାହା ଆପଣଙ୍କୁ ଜଣାଇବୁ ତାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ମଧ୍ୟ ପ୍ରଦେଶର ଅଶୋକ ନଗର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ୮ମାସର…

ମା’ କୁ ଟିକିଏ ବି ଆସିଲାନି ଦୟା, ଜଣକ ପରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ନିଜର ସମସ୍ତ ସନ୍ତାନ

ମା' କୁ ମମତାର ମୂର୍ତ୍ତି ବୋଲି କୁହାଯାଇଥାଏ କିନ୍ତୁ ନିକଟରେ ଆମେରିକାରେ ଘଟିଥିବା ଏକ ଘଟଣା ଏହି କଥାକୁ ବିରୋଧ କରୁଛି । କାରଣ ସେଠାରେ ରହୁଥିବା ଜଣେ ମହିଳା ନିଜ ହାତରେ ନିଜର ତିନିଜଣ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଯଦିଓ ଏହା ପଛରେ ଥିବା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ…