ନିଜ ପାଞ୍ଚ ପାଞ୍ଚଟା ଛୁଆଙ୍କୁ ଛାଡି ପରପୁରୁଷ ସହିତ ଫେରାର୍ ମାଆ
ଆନନ୍ଦପୁର: କି କଳି ଯୁଗ ଆସିଲା । ଏଠି ନିଜ ପାଞ୍ଚ ପାଞ୍ଚଟା ଛୁଆଙ୍କୁ ଛାଡି ପରପୁରୁଷ ସହିତ ଫେରାର୍ ମାଆ । ଆଉ ମାଆ ଯିବା ଦୁଃଖରେ ଝୁରି ଝୁରି ବାପା ଆରପାରିରେ । ଏବେ ଅସହାୟ ଅବସ୍ଥାରେ ୫ ଶିଶୁ ନିଜ ଭାଗ୍ୟକୁ ଆଦରି ଅନ୍ୟର ସାହାରାରେ ବଞ୍ଚିରହିଛନ୍ତି । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି…