Browsing Tag

mother makes teenager

ଡେଙ୍ଗା ହେବା ପାଇଁ ଦିନକୁ ୩୦୦୦ ଥର ସ୍କିପିଂ କରାଉଥିଲା ମା ଏବେ ଆଉ କାମ କରୁନି ଝିଅର ଆଣ୍ଠୁ

ଚାଇନାରେ ଲୋକଙ୍କ ଉଚ୍ଚତା ବହୁତ ଲମ୍ବା ହୋଇନଥାଏ । ଏପରି ପରିସ୍ଥିତିରେ ଜେନଜିୟାଙ୍ଗ ପ୍ରଦେଶର ଜଣେ ମା ନିଜ ଝିଅର ଲମ୍ବା ହେବା ପାଇଁ ଏକ୍ସରସାଇଜ କରିବାକୁ ନିଷ୍ପତ୍ତି ନେଇଥିଲେ । ମା ନିଜ ଝିଅକୁ ଡେଙ୍ଗା କରାଇବା ପାଇଁ ଏତେ ଏକ୍ସରସାଇଜ କରାଇଲା ଯେ ଆଗାମୀ ସମୟରେ ଝିଅଟି ଚଲାବୁଲା କରିବାରେ…