Browsing Tag

mother sells hair for child

ହଜିଗଲା ମମତା: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମା’

ମୟୂରଭଞ୍ଜ (କେନ୍ୟୁଜ): ହଜିଗଲା ମମତା । ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲ‌ାରେ ପୋଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୩ ଜଣଙ୍କୁ ଗିରଫ କରିଛି। ସ୍ୱାମୀର ଅଜାଣତରେ…

ମା’ର ଅକୁହା ବେଦନା ! ଭୋକିଲା ଛୁଆଙ୍କୁ ଦାନା ଦେବା ପାଇଁ ଲଣ୍ଡା ହୋଇ ୧୫୦ ଟଙ୍କାରେ କେଶ ବିକିଲେ ମହିଳା

ଦୁନିଆରେ କେବଳ ମା ହିଁ ଜଣେ ଯିଏ କି ପିଲାର ମୁହଁ ଦେଖି ତାର ମନ କଥା ବୁଝିପାରେ। ମା ନିଜେ ଭୋକିଲା ରହି ତା ପିଲାକୁ ଖାଦ୍ୟ ଦିଏ। କଥାରେ କୁହାଯାଏ ଯେ ଯାହାର ମାଆ ନାହିଁ ତାର ସାହା ନାହିଁ। ପିଲାମାନେ ଦୁଃଖରେ ରହିଥିଲେ ମାକୁ ଆଦୌ ଭଲ ଲାଗେନାହିଁ। ପିଲାମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବା…