Browsing Tag

mother walk 400km

ଲକ୍ ଡାଉନ ସମୟରେ ପୁଅକୁ ଖୋଜିବାକୁ ଯାଇ ୪୦୦ କିଲୋମିଟର ଚାଲିଲା ମା, ନପାଇ ଏବେ ବେସାହାରା

କେନ୍ଦୁଝର: ଦେହକୁ କନା ଆଉ ପେଟ କୁ ଦାନା । ଏହି ଲକ୍ଷରେ ଜୀବନରେ ଅନେକ ସଂଗ୍ରାମ କରି ବଂଚିବା ଲକ୍ଷ ନେଇ ଘରୁ ପଦାକୁ ଗୋଡ କାଢି ଥିଲେ ଜଣେ ମହିଳା l ସେ ପୁଣି ମୃତ୍ୟୁର କୂଅରେ ଖେଳ ଦେଖାଇବାକୁ l ଆଉ ସେଠୁ ଆରମ୍ଭ ହୁଏ ବୈବାହିକ ଜୀବନ । ଅଳ୍ପ କିଛି ଦିନ ଭିତରେ ସେହି ମୃତ୍ୟୁର କୂଅରେ…