Browsing Tag

mother

ପାରିବାରିକ କଳହରୁ ମାଆର ନୃଶଂସ ରୂପ, ୬ବର୍ଷର ଶିଶୁକୁ ଅମାନୁଷିକ ମାଡ଼

ଯାଜପୁର ଟାଉନ : ପାରିବାରିକ କଳହରୁ ମାଆର ନୃଶଂସ ରୂପ। ୬ବର୍ଷର ଶିଶୁକୁ ଅମାନୁଷିକ ମାଡ଼ ମାରିବା ସହ ଚେଙ୍କ ଦେଇ କଲା ଗୁରୁତର। ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଝିଙ୍କିରି ଗାଁରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜେଜେଙ୍କ ସହ ବସି ୬ବର୍ଷର ଶିଶୁ ଖାଇବା ପରେ ହିତାହିତ ଜ୍ଞାନ ହରାଇ…

ହଷ୍ଟେଲରେ ରହି ସନ୍ତାନ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ଅଭିଯୋଗ ପରେ ଜଣେ ଅଟକ

କେନ୍ଦୁଝର (କେନ୍ୟୁଜ): ନବମ ଶ୍ରେଣୀ ଛାତ୍ରୀଙ୍କ କନ୍ୟା ସନ୍ତାନ ପ୍ରସବ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ବ୍ଲକ ଏକ ଜନଜାତି ଆବାସିକ ବିଦ୍ୟାଳୟର ଛାତ୍ରୀ ବୋଲି ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି । ଖବର ଅନୁଯାୟୀ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀ ନିବାସରେ…

ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ଅସୁସ୍ଥ, ଅହମ୍ମଦାବାଦର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ଅସୁସ୍ଥ । ମୋଦିଙ୍କ ମା ହୀରା ବେନ ଅସୁସ୍ଥ । ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି । ଗତ ଜୁନ ମାସରେ ୧୦୦ରେ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରା ବେନ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା…

ଅସହ୍ୟ ହେଲା ପେଟର ଭୋକ, ୩ ମାସର କଅଁଳା ଶିଶୁ କନ୍ୟାକୁ ବିକ୍ରି ବେଳେ ଉଦ୍ଧାର କଲା ଚାଇଲଡ ଲାଇନ

ଆନନ୍ଦପୁର (କେନ୍ୟୁଜ): ଅଭାବ ଅନଟନ ମଣିଷକୁ କେତେବେଳେ କାହାକୁ କେଉଁ ମୋଡରେ ନେଇ ଠିଆ କରାଇ ଦେଇଥାଏ ତାହା ଜଣାନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ବ୍ଲକର ବିଷ୍ଣୁପୁର ଗାଁରେ। ମହିଳା ଜଣକ ଘର ଘର ବୁଲି ନିଜର ୩ ମାସର ଶିଶୁକନ୍ୟାକୁ ବିକ୍ରି…

ମା’ ଚାହିଁଲେ ସନ୍ତାନକୁ ଦେଇପାରିବେ ଦ୍ୱିତୀୟ ସ୍ୱାମୀଙ୍କ ସାଙ୍ଗିଆ: ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଉଛି ଏବଂ ସେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିବା ସନ୍ତାନକୁ ନିଜ ଦ୍ୱିତୀୟ…

ନିର୍ଦ୍ଦୟ ମା’ର ଶାସ୍ତି: ୫ ବର୍ଷର ଝିଅ ହୋମଓ୍ୱାର୍କ ନ କରିବାରୁ ହାତ-ଗୋଡ଼ ବାନ୍ଧି ଛାତ ଉପରେ ଗଡ଼ାଇ ଦେଲା, ପ୍ରଚଣ୍ଡ…

ନୂଆଦିଲ୍ଲୀ : କ’ଣ କୌଣସି ମା’ ଏତେ ନିର୍ଦ୍ଦୟ ହୋଇପାରେ ଯେ, ସ୍କୁଲର ହୋମୱାର୍କ ନ କରିବାରୁ ତତଲା ଛାତ ଉପରେ ନିଜ ପିଲାକୁ ଗୋଡ-ହାତ ବାନ୍ଧି ପକାଇ ଦେଇପାରିବ? ସେ ପୁଣି ପାଖାପାଖି ୪୦ ଡିଗ୍ରୀରେ ଖରାରେ । ବୋଧେ କିଛି ସମୟ ପାଇଁ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଏଭଳି କଥା ଶୁଣି ଉତ୍ତର…

ଜନ୍ମଦାତ୍ରୀ ମାଆର ସେବା ଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜଣେ ମା ନିଜ ସନ୍ତାନର ସୁଖ ପାଇଁ ସବୁକିଛି କରିବାକୁ ସର୍ବଦା ପ୍ରସ୍ତୁତ ରହିଥାଏ। ମା ଯେତେବେଳେ ବୃଦ୍ଧ ହୁଏ, ତଥାପି ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ କୌଣସି ଯନ୍ତ୍ରଣା ନ ଭୋଗୁ।କିନ୍ତୁ ଅନେକ ଥର ଶୁଣିବାକୁ ମିଳେ ଯେ ଏପରି ବ୍ୟକ୍ତି ମାନେ ଅଛନ୍ତି ଯେ ତାଙ୍କ ବୃଦ୍ଧ…

ମହିଳାଙ୍କ ଡେଲିଭରୀ ପାଇଁ ଡାକ୍ତର ପ୍ରସ୍ତୁତ ହେଉଥିବା ବେଳେ ୪ ମିନିଟ୍‌ରେ ଜନ୍ମ କରିଦେଲେ ଛୁଆ, ଡାକ୍ତର ହେଲେ…

ମା’ ହେବା ଏପରି ଏକ ଅନୁଭବ, ଯାହାକୁ କୌଣସି ଶବ୍ଦରେ କହିବା ଅସମ୍ଭବ। ଛୁଆକୁ ଜନ୍ମ ଦେବା ପରେ ମା’କୁ ଯେଉଁ ଖୁସି ମିଳିଥାଏ, ତାହା କେଉଁ ଖୁସିରେ ମଧ୍ୟ ମିଳିନଥାଏ। ଅବଶ୍ୟ ଛୁଆ ଜନ୍ମ ହେବା ପୂର୍ବ ସମୟ ମା’ଙ୍କ ପାଇଁ ଅନେକ ଯନ୍ତ୍ରଣାଦାୟକ ହୋଇଥାଏ । ଲେବର ପେନ୍ ସମୟରେ ମା’କୁ ଅଧିକ ଯନ୍ତ୍ରଣା…

୪୬ ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା ହେଲେ ପ୍ରୀତି ଜିଣ୍ଟା, ସୋସିଆଲ ମିଡିଆରେ ସେୟାର କଲେ ପିଲାଙ୍କ ନାମ

୪୬ ବର୍ଷ ବୟସରେ ଦୁଇଟି ଶିଶୁର ମା ହେଲେ ପ୍ରୀତି ଜିଣ୍ଟା । ପ୍ରିତି ଜିଣ୍ଟା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜର ଖୁସି ଜାହିର କରିଛନ୍ତି। ସେ ଲେଥିଛନ୍ତି ଏହା ମୋ ଜୀବନର ସବୁଠାରୁ ଖୁସିର ମୂହୁର୍ତ୍ତ ଅଟେ । ମୁଁ ମୋର ଏହି ନୂଆ ଜୀବନକୁ ନେଇ ଅଧିତ ଉତ୍ସାହିତ ଅଛି । ତେଣୁ ଆମର ଏହି…

ସରକାରଙ୍କ ନୂଆ ନିୟମ! ଛାତ୍ରାବାସରେ ମାଆ ସହିତ ରହିବେ ପିଲା, ନିର୍ଦ୍ଧାରିତ ସମୟ ଶେଷ ହେଲେ ହଷ୍ଟେଲ କର୍ତ୍ତୃପକ୍ଷ…

ତ୍ରିପୁରା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ରାଜ୍ୟର ସରକାରୀ ଛାତ୍ରାବାସ ଏବଂ ବୋର୍ଡିଙ୍ଗ୍‌ ସ୍କୁଲଗୁଡ଼ିକରେ ରହୁଥିବା ପିଲାଙ୍କ ସହିତ ସେମାନଙ୍କ ମାଆମାନଙ୍କୁ ମଧ୍ୟ ରହିବା ପାଇଁ ଅନୁମତି ଦିଆଯାଇଛି। ତ୍ରିପୁରା ଶିକ୍ଷା ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି, ଏହି ଯୋଜନା…

ଛୁଆ ପାଇଁ ସ୍କିନ କେୟାର ପ୍ରଡକ୍ଟ କରି ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କାର ବିଜିନେସ କରୁଛନ୍ତି ଏହି ମହିଳା

କଥାରେ ଅଛି ମା' ଯଦି ଚାହିଁବ ତାହେଲେ ଦିନ ସମୟରେ ବି ଛୁଆ ପାଇଁ ଆକାଶରୁ ତାରା ତୋଳି ଆଣିପାରିବ । ଏହି ଉକ୍ତିଟିର ଜୀବନ୍ତ ଉଦାହରଣ ହେଉଛନ୍ତି ଐଶ୍ଵରିୟା ରବି । ଯିଏ ନିଜ ଛୁଆର ତ୍ୱଚାର ସୁରକ୍ଷା ପାଇଁ ଆଉ ସ୍କିନ ଆଲର୍ଜିରୁ ରକ୍ଷା ପାଇବା ପାଇଁ ଘରେ ହିଁ ବିଭିନ୍ନ ବେବି ପ୍ରଡକ୍ଟସ ବନେଇବା…

ମା’ଙ୍କୁ ରାସ୍ତା ମଝିରେ ପିଟୁଥିଲା ପୁଅ, ରକ୍ଷା କରିବାକୁ ଧାଇଁ ଆସିଲା କୁକୁର ଭିଡିଓ ହେଲା ଭାଇରଲ

କୁହାଯାଏ କୁକୁର ହେଉଛି ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ। ଚଳଚ୍ଚିତ୍ରର ଅନେକ ଦୃଶ୍ୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ କୁକୁର କିପରି ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଏ। ତାମିଲନାଡୁର ନାମାକ୍କାଲ ସହରରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ବୃଦ୍ଧଙ୍କୁ…