ବଜେଟ୍ ସ୍ମାର୍ଟଫୋନ Moto E40 ଆଜି ଭାରତରେ ହେଉଛି ଲଞ୍ଚ୍, ଜାଣନ୍ତୁ ସମ୍ଭାବିତ ଦାମ୍ ଓ ସ୍ପେସିଫିକେଶନ
Motorolaର ବଜେଟ୍ ସ୍ମାର୍ଟଫୋନ Moto E40 ଆଜି ଅର୍ଥାତ୍ ୧୨ ଅକ୍ଟୋବର ମଧ୍ୟାହ୍ନ ୧୨ଟାରେ ଭାରତରେ ଲଞ୍ଚ୍ ହେବ। Motorolaର ନୂଆ ହ୍ୟାଣ୍ଡସେଟ୍ର ବିକ୍ରି ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍କାର୍ଟରୁ ଆରମ୍ଭ ହେବ। Moto E40 ସ୍ମାର୍ଟଫୋନକୁ ଚାରକୋଲ ଗ୍ରେ ଏବଂ କ୍ଲେ ପିଙ୍କ୍ କଲର ଅପଶନରେ…