Browsing Tag

moto g stylus smartphone

ଲିକ ହେଲା Moto G Stylus ସ୍ମାର୍ଟଫୋନର ଫଟୋ, ମିଳିବ 48MP କ୍ୟାମେରା

ଆସନ୍ତା ମାସରେ Motorola ନିଜର 3ଟି ଫୋନ Moto G8, Moto G8 Power ଏବଂ Moto Edge+ ଲଞ୍ଚ କରିବାକୁ ଯାଉଛି କିନ୍ତୁ ଶୁଣିବାକୁ ମିଳୁଛି ଯେ ଏହାପୂର୍ବରୁ କମ୍ପାନୀ ନିଜର ଚତୁର୍ଥ ଫୋନ Moto G Stylus ମଧ୍ୟ ଲଞ୍ଚ କରିପାରେ । ତେବେ ବର୍ତ୍ତମାନ ଏହାର ରିୟଲ ଇମେଜ ମଧ୍ୟ ଦେଖିବାକୁ ମିଳୁଛି ।…