Motorola: Motorola ଆଣିଲା Moto G Max, ମିଳିବ ଦମଦାର ଫିଚର୍ସ
Motrola ଭାରତରେ G ସିରିଜର ଏକ ଦମଦାର ଫୋନ୍ ଲଞ୍ଚ କରିଛି । Motrolaର ଏହି ଫୋନକୁ Moto G Max ନାମରେ ଭାରତରେ ପ୍ରଚଳନ କରାଯାଇଛି । ଏହି ଫୋନରେ 7000mAhର ଦମଦାର ବ୍ୟାଟେରୀ ପ୍ରଦାନ କରାଯାଇଛି । କମ୍ପାନୀ ପୂର୍ବରୁ ଏହାର ଫିଚର୍ସ ରିଭିଲ କରିଛି । ଏହି ଫୋନ୍ଟି ଇ-କମର୍ସ ୱେବସାଇଟ୍…