ଭାରତରେ ଖୁବ୍ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola E6 Plus, ଜାଣନ୍ତୁ କ’ଣ ରହିଛି ଫିଚର
ଭାରତରେ ପୂର୍ବରୁ ମୋଟୋରୋଲା କମ୍ପାନୀର Motorola One Action ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହାର ଦାମ୍ ୧୩୯୯୯ଟଙ୍କା ଥିଲା। ମୋଟୋରୋଲା କମ୍ପାନୀର ୧୦ହଜାର ଟଙ୍କା ତଳେ କୌଣସି ଫୋନ୍ ନଥିବାରୁ କମ୍ ବଜେଟ୍ରେ ଫୋନ୍ କିଣିବାକୁ ଚାହୁଁଥିବା ୟୁଜର୍ସଙ୍କ ଲାଗି କମ୍ପାନୀ Motorola E6 Plus…