ଭାରତରେ ଦମ୍ଦାର ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି Motorola, ବଜାର ପ୍ରବେଶ ନେଇ ସୂଚନା ଦେଲା Flipkart
ଭାରତରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି ମୋଟୋରୋଲା। ଏ ନେଇ କମ୍ପାନୀ ପକ୍ଷରୁ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି। ମୋଟୋରୋଲାର ଏହି ନୂଆ ଫୋନ୍ର ନାଁ ରହିଛି Motorola Edge 20 Pro। ତେବେ ଏହା କେବେ ଲଞ୍ଚ୍ ହେବ ସେ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇନାହିଁ।…