ମାଉଣ୍ଟେନମ୍ୟାନ ଦଶରଥ ମାଂଝୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସୋନୁ ସୁଦ, ଆଉ କହିଲେ ‘ଆଜିଠାରୁ…
ବଲିଉଡ ଅଭିନେତା ସୋନୁ ସୁଦ ଏହି କରୋନା ସମୟରେ ଅସହାୟ ଲୋକଙ୍କୁ ଯେଉଁପରି ଭାବେ ସାହାଯ୍ୟ କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଲକଡାଉନ ସମୟରେ ହଜାର ହଜାର ଲୋକଙ୍କୁ ତାଙ୍କ ଘରକୁ ନେବା ପରେ, ବର୍ତ୍ତମାନ ସେ କରୋନା ଯୋଗୁଁ ନିଜର ଧନ୍ଦା ହରାଇ ବସିଥିବା ବେରୋଜଗାର…