Browsing Tag

mouse

ମୂଷା ଛୁଆକୁ ବଞ୍ଚାଇବା ପାଇଁ ଚାଲିଲା ୧ ଘଣ୍ଟାର ଅପରେସନ, ଯୁବକ ଖୋଲି ଦେଲେ ନିଜ ବାଇକ୍‌ର ସବୁ ପାର୍ଟ

କାହାର ଜୀବନ ବଞ୍ଚାଇବା ସବୁଠାରୁ ବଡ଼ ପୁଣ୍ୟ । ସେ ମଣିଷ ହେଉ କି ପଶୁ, ସମସ୍ତଙ୍କର ଆତ୍ମା ଅଛି, ତେଣୁ ଜୀବନ ବଞ୍ଚାଇବାର ପୁଣ୍ୟ ବି ବରାବର ମିଳିଥାଏ । ଏଠି ଯେତେବେଳେ ଜଣେ ବାଇକ୍‌ ଚାଳକ ଏକ ମୂଷା ଛୁଆର ଜୀବନ ବିପଦରେ ଥିବା ଦେଖିବାକୁ ପାଇଥିଲେ, ସେ ନିଜ ବାଇକ୍‌ର ସମସ୍ତ ପାର୍ଟ ଖୋଲି ତା’ର…

ମଧ୍ୟପ୍ରଦେଶ: କୋତୱାଲି ଥାନାରେ ମୂଷାଙ୍କ ପାର୍ଟି! ପିଇଦେଲେ ୬୦ ବୋତଲ ମଦ, ଖାଇଦେଲେ ଗଞ୍ଜେଇ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା କୋତୱାଲି ଥାନାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଥାନାର ମାଲଖାନାରେ ରଖାଯାଇଥିବା ୬୦ ବୋତଲ ଜବତ ମଦକୁ ମୂଷାମାନେ ପିଇ ଦେଇଛନ୍ତି। ମୂଷାଙ୍କ ଉତ୍ପାତ ଯୋଗୁ ପୋଲିସ ଏବେ ମୂଷାଧରା ଯନ୍ତା ବସାଇଛି। ଏଥିରେ କିଛି ମୂଷା ମଧ୍ୟ ପଡିଛନ୍ତି। ଏବେ ଏହି ମାମଲା…

ହୋଟେଲରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ମୂଷା, ମାଲିକ ଅଟକ

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ଲୁହାଗୁଡ଼ି ଛକରେ ଥିବା ହୋଟେଲ ରାଜପୁତରୁ ବିରଳ ପ୍ରଜାତିର ମୂଷା ଉଦ୍ଧାର କରାଯାଇଛି । ହୋଟଲରୁ ମୂଷାକୁ ଉଦ୍ଧାର କରିଛି ବନ୍ଯପ୍ରାଣୀ ବିଭାଗ। ପଞ୍ଜୁରୀ ଭିତରେ ମୂଷାକୁ ବନ୍ଦି କରି ରଖା ଯାଇଥିଲା । ସୂଚନା ଅନୁଯାୟୀ ଚନ୍ଦ୍ରଗିରି ବାନାଞ୍ଚଳ ଅଧିନସ୍ଥ…

ମୂଷା ପାଇଲା ଗୋଲ୍ଡ ମେଡାଲ, ଜୀବନ କାଳ ଭିତରେ ଚିହ୍ନଟ କରିଛି ୭୦ରୁ ଅଧିକ ଲ୍ୟାଣ୍ଡମାଇନ୍ସ

କେନ୍ୟୁଜ୍: ମୂଷାକୁ ମିଳିଲା ଗୋଲ୍ଡ ମେଡାଲ । ସେବା ଓ ବାହାଦୁରି ପାଇଁ ତାକୁ ମିଳିଛି ଏହି ମେଡ଼ାଲ । ଜୀବନ କାଳ ଭିତରେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି । ଆପଣ ଭାବୁଥିବେ ମୂଷା କିପରି ଜୀବନ ବଞ୍ଜାଇବ । ହଁ ମୂଷା କରୁଥିଲା ବୋମା ଓ ଲ୍ୟାଣ୍ଡମାଇନ୍ସର ସନ୍ଧାନ ଓ ଖବର ଦେଉଥିଲା ନିଜ…

ତେଲେଙ୍ଗାନା ସରକାରୀ ସ୍କୁଲରେ ମୂଷାଙ୍କ ଉତ୍ପାତ! ୧୦ ଛାତ୍ରୀଙ୍କୁ କାମୁଡ଼ି ଘାଇଲା କରି ପକାଇଲେ… ସୁରକ୍ଷିତ ପରିବେଶ…

ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବାଳିକା ଗୁରୁକୁଳ ଆବାସୀୟ ବିଦ୍ୟାଳୟରେ ପଢ଼ୁଥିବା ୧୦ ଛାତ୍ରୀଙ୍କୁ ମୂଷା କାମୁଡ଼ି ଦେଇଛି। ମୂଷା କାମୁଡ଼ିବା ଦ୍ୱାରା ଛାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ…

ମାଉସ୍‌ର ସାହାଯ୍ୟରେ ଆଉ ଏକ ସୁବିଧା ପାଇବେ ଆପଣ…ଜାଣନ୍ତୁ କଣ

ଆପଣ ଦେଖିଛନ୍ତି କି ମାଉସରେ ୩ଟି ବଟନ ଥାଏ । ଗୋଟିଏ ଲେଫ୍ଟ କ୍ଲିକ ଓ ଅନ୍ୟଟି ରାଇଟ କ୍ଲିକ । ତା ସହ ମଝିରେ ସ୍କ୍ରଲ କରିବାକୁ ବି ଏକ ବଟନ ରହିଥାଏ । ଏହି ତିନୋଟି ବଟନ ଦ୍ୱାରା କମ୍ପୁଟରରେ ଅନେକ କିଛି ଅପରେଟିଙ୍ଗ ହୋଇପାରେ । କିନ୍ତୁ ଆପଣଙ୍କୁ କହିରଖୁଛୁ କି ଏହି ମଝି ବଟନକୁ ନେଇ କିଛି କଥା…

ଗଣପତିଙ୍କ ବାହନ କେମିତି ହେଲା ମୂଷା, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ସମସ୍ତେ ଜାଣନ୍ତି ଯେ ଭଗବାନ ଗଣେଶଙ୍କ ବାହନ ମୂଷା। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ସେହି ମଧ୍ୟରୁ ଆଜି ଆମେ ଆପଣଙ୍କୁ ଦୁଇଟି କାହାଣୀ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ…

ପେଟରୁ କାଟି ଅପରେସନ୍‌ ପାଇଁ ଆଲମାରୀରେ ୨ ଲକ୍ଷ ଟଙ୍କା ସଞ୍ଚିଥିଲେ କୃଷକ, ମୂଷା କାଟି ଦେଲା ସବୁ ନୋଟ୍‌

ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କର ପାଖାପାଖି ୨ ଲକ୍ଷ ଟଙ୍କାକୁ ମୂଷା କାଟି ନଷ୍ଟ କରି ଦେଇଛି। ମେହବୁବାବାଦ ଜିଲ୍ଲାରେ ରହୁଥିବା ଜଣେ କୃଷକ ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା ଲୁଚାଇ ରଖିଥିଲେ, ଯାହା ମୂଷାଙ୍କ ହାବୁଡ଼ରେ…

ମୂଷା ଖେଳୁଛି ବାସ୍କେଟବଲ! ବିଶ୍ୱାସ ହେଉନି ନା, ତ ଦେଖନ୍ତୁ ଏହି ଭିଡିଓ

ଏ ପର୍ଯ୍ୟନ୍ତ ଆପଣ କୁକୁର, ବିଲେଇ ଓ ଶୁଆ ଭଳି କେତେକ ପଶୁପକ୍ଷୀଙ୍କୁ ଦେଖିଥିବେ, ଯେଉଁମାନେ ଟ୍ରେନିଂ ପାଇବା ପରେ ଅଜବ କାରନାମା କରିଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ମୂଷାର ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ସୋସିଆଲ ମିଡ଼ିଆ ସାଇଟ…

ମୂଷା ଉତ୍ପାତ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ଘର ଛାଡ଼ି ଯିବାକୁ ବାଟ ପାଇବେନି

ସମସ୍ତଙ୍କ ଘରେ ମୂଷା ଉତ୍ପାତ କରିଥାନ୍ତି। ଘରେ ମୂଷାମାନେ ଗାତ କରି ରହି ଖାଦ୍ୟ, ପୋଷାକ ପତ୍ର ସବୁକୁ କାଟି ପକାନ୍ତି। ଏହି କାରଣରୁ ସମସ୍ତେ ମୂଷାକୁ ତଡ଼ିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ବଜାରରେ ମଧ୍ୟ ଆପଣ ବିଭିନ୍ନ କମ୍ପାନୀର ମୂଷା ମରା ଔଷଧ ସହଜରେ ପାଇଯିବେ। କିନ୍ତୁ ବେଳେ ବେଳେ…

ଏହି ଦେଶରେ ମୂଷାକୁ ମିଳିଲା ସାହସୀ ପୁରସ୍କାର, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ଜୀବଜନ୍ତୁକୁ ନେଇ ଆପଣମାନେ ବହୁତ ସାରା କାହାଣୀ ଶୁଣିଥିବେ କିମ୍ବା ଦେଖିଥିବେ। ଯେଉଁଥିରେ ଆମକୁ କିଛି ଜିନିଷ ମଜାଳିଆ ଲାଗିଥିବା ବେଳେ ଆଉ କିଛି ଶିକ୍ଷଣୀୟ ମଧ୍ୟ ହୋଇଥାଏ। କିନ୍ତୁ କେବେ ଜୀବଜନ୍ତୁଙ୍କର କିଛି କାର୍ଯ୍ୟ କିମ୍ବା ସାହସିକତାକୁ ନେଇ ପୁରସ୍କାର ମିଳିଥିବା ଦେଖିଛନ୍ତି। ହଁ ଆପଣ…