ନିଜ ପାର୍ଟନରକୁ ଦିଅନ୍ତୁ Movie Date ସରପ୍ରାଇଜ୍, ଗୋଟେ ଟିକେଟ ସହ ପାଆନ୍ତୁ ଆଉ ଗୋଟେ ଫ୍ରି
ମହାମାରୀ କାରଣରୁ ଲୋକେ ଘରେ ରହିଲେ ଆଉ ଥିଏଟର ସିନେମା ଦେଖିବା ବହୁତ କମିଗଲା। କିନ୍ତୁ ଏବେ ଯେତେବେଳେ ସିନେମା ହଲ୍ ପୂରାପୁରି ଭାବେ ଖୋଲିଗଲାଣି ତେଣୁ ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ଆକର୍ଷକ ଅଫର। ଯାହାକୁ ଆପଣ ବିଲକୁଲ ବି ହାତ ଛଡା କରନ୍ତୁନାହିଁ। ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଗୋଟେ…