ସହିଦ ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ପରିବାର ବି ଦେଖିଲେ ଫିଲ୍ମ ‘ମେଜର’, ଦିବଂଗତ ପୁଅକୁ ଦେଖି ହେଲେ ଇମୋସନାଲ
ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ଶୌର୍ଯ୍ୟ ଓ ପରାକ୍ରମକୁ ନେଇ ନିର୍ମିତ ଫିଲ୍ମ ‘ମେଜର’ ଗତ ଶୁକ୍ରବାର ଦିନ ଫିଲ୍ମ ହଲ୍ରେ ରିଲିଜ୍ ହୋଇଛି। ଫିଲ୍ମରେ ମେଜର ସନ୍ଦୀପଙ୍କ ଭୂମିକାରେ ଅଭିନେତା ଅଦୀବୀ ଶେଷ ଅଭିନୟ କରିଛନ୍ତି। ଫିଲ୍ମକୁ…