Browsing Tag

moving car caught fire

ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର ଓ ଯାତ୍ରୀ

ରାଉରକେଲା (କେନ୍ୟୁଜ): ଜଳିଗଲା ଚଳନ୍ତା କାର। ରାଉରକେଲା ଦେଓଗାଁ ଫେଟକଲ ପଟ୍ରୋଲ ପମ୍ପ ପରିସରରେ ନିଆଁ ଲାଗି ଜଳିଗଲା ଚଳନ୍ତା କାର । ତେବେ ଗାଡି ଚାଳକ ଏବଂ ଅନ୍ୟ ଜଣେ ଅରୋହୀ ଗାଡିରୁ ଡେଇଁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ପେଟ୍ରୋଲ ପମ୍ପଟି ୧୪୩ ନମ୍ବର ଜାତୀୟ ରାଜପଥ ନିକଟରେ ଥିବାରୁ ଭିଡ଼…

ଦୁର୍ଘଟଣା ପରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ

ସମ୍ବଲପୁର(କେନ୍ୟୁଜ): ଦୁର୍ଘଟଣା ପରେ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ସମ୍ବଲପୁର ବୁର୍ଲା ଥାନା ଘଣ୍ଟେଶ୍ୱରୀ ମନ୍ଦିର ରାସ୍ତାରେ ଦୁର୍ଘଟଣା । ପୋଲକୁ ଧକ୍କା ଦେବା ପରେ ସର୍ଟ ସର୍କିଟ ଯୋଗୁ କାରରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ…

ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ଟାଉନ ଓ ପାଣିକୋଇଲିକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍‌ୱିଫ୍ଟ ଡିଜାୟାର କାର। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସୂଚନା ମୁତାବକ ପାଣିକୋଇଲି ଆଡୁ ଯାଜପୁର ଅଭିମୁଖେ ଏହି ଗାଡିଟି ଯାଉଥିବା ସମୟରେ ଗାଡିରେ ନିଆଁ…

ଟାଙ୍ଗୀ ବଇଁଚୁଆ ଛକ ନିକଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ

କଟକ (କେନ୍ୟୁଜ୍): କଟକ ଟାଙ୍ଗୀ ବଇଁଚୁଆ ଛକ ଉପରେ ଜଳିଗଲା କାର୍‌ । ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ସଟ୍‌ ସର୍କିଟରୁ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଚଣ୍ଡିଖୋଲରୁ କଟକ ଅଭିମୁଖେ କାର୍‌ଟି ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ରାଉରକେଲା ଅମ୍ବାଗାନ ଛକରେ ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ

ରାଉରକେଲା(କେନ୍ୟୁଜ) : ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ରାଉରକେଲା ଅମ୍ବାଗାନ ଛକରେ ଏକ ମାରୁତି 800 କାର ହଠାତ ଜଳିଯାଇଥିଲା । ସ୍ପାର୍କ ଯୋଗୁ ନିଆଁ ଲାଗିଥିବା ଭାବି ଚାଳକ କାରରୁ ଓହ୍ଲାଇ ଦେଖୁଥିବାରୁ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ପରେ ଦେଖୁ ଦେଖୁ ହଠାତ…

ଚଳନ୍ତା କାରରେ ଲାଗିଲା ନିଆଁ, ଗାଡି ଛାଡି ଡ୍ରାଇଭର ଫେରାର

କନ୍ଧମାଳ (କେନ୍ୟୁଜ): ଚଳନ୍ତା କାରରେ ନିଆଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଖଜୁରୀପଡା ଥାନା ଦୁତିପଡା ୫୬ ନମ୍ବର ଜାତୟ ରାଜପଥରେ। ସୂଚନା ମୁତାବକ ୫୬ ନମ୍ବର ଜାତୟ ରାଜପଥରେ ଯାଉଥିବା ଏକ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିଯିବା ପରେ…

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ୨ଜଣଙ୍କ ଜୀବନ

ପୁରୀ: ଚଳନ୍ତା କାରରେ ନିଆଁ । ଅଳ୍ପକେ ବର୍ତ୍ତିଲେ ୨ ଜଣ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବାଟମଙ୍ଗଳା ନିକଟରେ ହଠାତ୍‌ କାରରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଜଣକ ଗାଡିରେ ନିଆଁ ଲାଗିଥିବା ଜାଣିପାରି ତୁରନ୍ତ ଗାଡିରୁ ବାହାରି ଆସିବା ସହ ଲୋକଙ୍କୁ କାରରୁ ବାହାରକୁ ଆଣିଥିଲେ । ଫଳରେ…

ମାହାଙ୍ଗା ଜଇପୁର-ଦୋବନ୍ଦିଆ ରାସ୍ତାର ମଧୁପୁର ଛକରେ ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ୬ଜୀବନ

ମାହାଙ୍ଗା: ଚଳନ୍ତା କାରରେ ନିଆଁ । ଅଳ୍ପକେ ବର୍ତ୍ତିଲେ ୬ ଜଣ । କଟକ ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତାର ମଧୁପୁର ଛକରେ ହଠାତ୍‌ କାରରେ ନିଆଁ ଲାଗି ଯାଇଥିଲା । ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ଡ୍ରାଇଭରଙ୍କୁ ଜଣାଇଥିଲେ । ଡ୍ରାଇଭର ଗାଡି ଛାଡି ପଳାଇ ଆସିବା ସହ…